sarat chandra misra
Advertisment
ଭୁବନେଶ୍ୱର: ବ୍ୟାଙ୍ଗ୍କକ୍ରେ ସମ୍ମାନିତ ହୋଇଛନ୍ତି ଓଡିଆ ଡାକ୍ତର ଶରତ ଚନ୍ଦ୍ର ମିଶ୍ର। ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ୍ ସୋସାଇଟି ପକ୍ଷରୁ ମିଳିଛି ଗ୍ଲୋରି ଅଫ ଇଣ୍ଡିଆ ସମ୍ମାନ।
Advertisment
ମେ ୪ ତାରିଖରେ ଥାଇଲାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ମିଳିଛି। ଡାକ୍ତର ମିଶ୍ର କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ୧୩ ବର୍ଷ ଧରି ଅସ୍ଥି ଶଲ୍ୟ ବିଭାଗରେ ସ୍ପେଶାଲିଷ୍ଟ ଭାବରେ କାମ କରିଛନ୍ତି। ଏହାଛଡ଼ା ପିପିଲି ନିମାପଡା, ନୂଆହାଟ ଆଦି ସଦର ମହକୁମା ଚିକିତ୍ସାଳୟରେ ଆସିଷ୍ଟାଣ୍ଟ ସର୍ଜନ ଭାବରେ କାମ କରିଛନ୍ତି ଡାକ୍ତର ଶରତ ମିଶ୍ର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sarat-chandra-misra_1626503890.jpg)