Advertisment

ପ୍ରଥମ ଓଡ଼ିଆ ଭାବେ ଭୂତତ୍ତ୍ୱ ବିଜ୍ଞାନରେ ଟପ୍ପର ହେଲେ ପାର୍ଥ ସାରଥୀ

ଭୁବନେଶ୍ୱର : ଆନନ୍ଦପୁର ଘସିପୁରା ବ୍ଲକର ଆଇଆଇଟି ଟପ୍ପର ପାର୍ଥ ସାରଥୀ ଜେନାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଛି ଗୋଲଡ ମେଡାଲ। ପଡିଆପାଳ ଗାଁର ସୁପ୍ରଭା ଜେନା ଓ ନୀଳମଣି ଜେନାଙ୍କ ପୁଅ ହେଉଛନ୍ତି ପାର୍ଥସାରଥୀ। ସେ ଭୁବନେଶ୍ୱର ଆଇଆଇଟିରେ ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି ଏହି ଗୋଲଡ ମେଡାଲ ହାସଲ କରିଛନ୍ତି। ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିବାରେ ପାର୍ଥ ସାରଥୀ ହେଉଛନ୍ତି ପ୍ରଥମ ଓଡ଼ିଆ। ଗତ ୧୮ ତାରିଖରେ ଏକ ବର୍ଣ୍ଣାଢ୍ୟ […]

ପ୍ରଥମ ଓଡ଼ିଆ ଭାବେ ଭୂତତ୍ତ୍ୱ ବିଜ୍ଞାନରେ ଟପ୍ପର ହେଲେ ପାର୍ଥ ସାରଥୀ

photo

Advertisment

ଭୁବନେଶ୍ୱର : ଆନନ୍ଦପୁର ଘସିପୁରା ବ୍ଲକର ଆଇଆଇଟି ଟପ୍ପର ପାର୍ଥ ସାରଥୀ ଜେନାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଛି ଗୋଲଡ ମେଡାଲ। ପଡିଆପାଳ ଗାଁର ସୁପ୍ରଭା ଜେନା ଓ ନୀଳମଣି ଜେନାଙ୍କ ପୁଅ ହେଉଛନ୍ତି ପାର୍ଥସାରଥୀ। ସେ ଭୁବନେଶ୍ୱର ଆଇଆଇଟିରେ ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି ଏହି ଗୋଲଡ ମେଡାଲ ହାସଲ କରିଛନ୍ତି।

Advertisment

ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିବାରେ ପାର୍ଥ ସାରଥୀ ହେଉଛନ୍ତି ପ୍ରଥମ ଓଡ଼ିଆ। ଗତ ୧୮ ତାରିଖରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଷ୍ଟ୍ରପତିଙ୍କ ଠାରୁ ଏହି ଗୋଲ୍ଡ ମେଡାଲ ଗ୍ରହଣ କରିଛନ୍ତି ସେ। ଏବେ ଅହମଦାବାଦରେ ପିଏଚଡି କରୁଛନ୍ତି ପାର୍ଥ। ତାଙ୍କର ଏହି ସଫଳତାରେ ପରିବାର ଠାରୁ ଆରମ୍ଭ କରି ଗ୍ରାମବାସୀ ସମସ୍ତେ ଖୁସି।

President Odia Boy Partha Sarathi Jena Receives Gold Medal Topped IIT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ