Advertisment

ବ୍ରହ୍ମପୁର ପୂର୍ବତନ ମେୟରଙ୍କ ବିରୋଧରେ ଲାଗିଲା ଏନ୍‌ଏସ୍‌ଏ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ବିରୋଧରେ ଲାଗିଲା ନ୍ୟାସନାଲ୍‌ ସିକ୍ୟୁରିଟି ଆକ୍ଟ (NSA)।  ବ୍ରହ୍ମପୁର ଏସ୍‌ପିଙ୍କ ସୁପାରିସ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ NSA ଲାଗୁ କରାଯାଇଛି। ଗତ ଜାନୁୟାରୀ ୧୭ ତାରିଖରେ ଗୋସାଣୀ ନୂଆଗାଁ ପୋଲିସ ଶିବଶଙ୍କରଙ୍କୁ ତାଙ୍କ ବାସ ଭବନକୁ ଉଠାଇ ନେଇଥିଲା।  ୧୮ ତାରିଖରେ ଗୋଳନ୍ଥରା ଥାନରେ ଏକ ଜମି ହଡ଼ପ ମାମଲାରେ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିଲା।  ଏବେ ସେ ବ୍ରହ୍ମପୁର ମଣ୍ଡଳ […]

ବ୍ରହ୍ମପୁର ପୂର୍ବତନ ମେୟରଙ୍କ ବିରୋଧରେ ଲାଗିଲା ଏନ୍‌ଏସ୍‌ଏ

NSA

Advertisment

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ବିରୋଧରେ ଲାଗିଲା ନ୍ୟାସନାଲ୍‌ ସିକ୍ୟୁରିଟି ଆକ୍ଟ (NSA)।  ବ୍ରହ୍ମପୁର ଏସ୍‌ପିଙ୍କ ସୁପାରିସ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ NSA ଲାଗୁ କରାଯାଇଛି।

Advertisment

ଗତ ଜାନୁୟାରୀ ୧୭ ତାରିଖରେ ଗୋସାଣୀ ନୂଆଗାଁ ପୋଲିସ ଶିବଶଙ୍କରଙ୍କୁ ତାଙ୍କ ବାସ ଭବନକୁ ଉଠାଇ ନେଇଥିଲା।  ୧୮ ତାରିଖରେ ଗୋଳନ୍ଥରା ଥାନରେ ଏକ ଜମି ହଡ଼ପ ମାମଲାରେ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିଲା।  ଏବେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି।  ପୂର୍ବରୁ ଶିବଶଙ୍କର ନାମରେ ଥିବା ବିଭିନ୍ନ ଅପରାଧର ୩୭ ମାମଲାରେ ସେ ଜାମିନ ପାଇଛନ୍ତି।

NSA Nsa Against Former Mayor Of Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ