Advertisment

ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ନୟାଗଡ଼: ନୟାଗଡ଼ରେ ପୋଲିସ ଏନ୍‌କାଉଣ୍ଟର। ରଣପୁର ଥାନା ଦର୍ପନାରାୟଣପୁର ବାପୁଜୀପାଲ୍ଲୀ ଜଙ୍ଗଲ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ ହୋଇଛି। ଏକ ମାମଲାରେ ପୋଲିସ ଗତକାଲି ରାତିରେ ରବି ଦୋରାକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଗାଡ଼ି ଉପରକୁ ଗୁଳି ଚଳାଇଥିଲା। ଏଥିରେ ରଣପୁର ଥାନା ଆଇଆଇସି ଆହତ ହୋଇଥିଲେ। ତେବେ ପୋଲିସ ପକ୍ଷରୁ ତୁରନ୍ତ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ରବିର ଡାହାଣ ଗୋଡ଼ରେ ଗୁଳି […]

ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

police encounter

Advertisment

ନୟାଗଡ଼: ନୟାଗଡ଼ରେ ପୋଲିସ ଏନ୍‌କାଉଣ୍ଟର। ରଣପୁର ଥାନା ଦର୍ପନାରାୟଣପୁର ବାପୁଜୀପାଲ୍ଲୀ ଜଙ୍ଗଲ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି।

Advertisment

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ ହୋଇଛି। ଏକ ମାମଲାରେ ପୋଲିସ ଗତକାଲି ରାତିରେ ରବି ଦୋରାକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଗାଡ଼ି ଉପରକୁ ଗୁଳି ଚଳାଇଥିଲା। ଏଥିରେ ରଣପୁର ଥାନା ଆଇଆଇସି ଆହତ ହୋଇଥିଲେ।

ତେବେ ପୋଲିସ ପକ୍ଷରୁ ତୁରନ୍ତ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ରବିର ଡାହାଣ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ଆହତ ହୋଇଛି। ଆହତ ରବିକୁ ପ୍ରଥମେ ନୟାଗଡ଼ ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତା' ନିକଟରୁ ଏକ ମାଉଜର୍‌ ଓ ୫ଟି ଗୁଳି ଜବତ ହୋଇଛି।

Advertisment
Encounter Criminals Injured In Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ