Advertisment

ମାଟି ତଳୁ ଉଦ୍ଧାର ହେଲା ଦିନକର ଶିଶୁକନ୍ୟା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅମାନବୀୟ ଘଟଣା। ମାଟି ତଳୁ ଉଦ୍ଧାର ହେଲା ଦିନକର ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଟିକାୟତପାଲି ସାନଝରଣ ନାଳରେ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଗତକାଲି ରାତିରେ କିଛି ସ୍ଥାନୀୟ ଲୋକ ଜଙ୍ଗଲ ଭିତରକୁ ୟାଇଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ। ତେବେ କାଳବୈଶାଖୀ ଯୋଗୁଁ ଭୟଭୀତ ହୋଇ ଘରକୁ ଫେରିଆସିଥିଲେ। ଆଜି ସକାଳୁ କିଛି ସ୍ଥାନୀୟ ଲୋକ, ପୋଲିସ ଓ ଆଶାକର୍ମୀ ଜଙ୍ଗଲକୁ ଯାଇ ନାଳରେ ପୋତା ହୋଇଥିବା […]

ମାଟି ତଳୁ ଉଦ୍ଧାର ହେଲା ଦିନକର ଶିଶୁକନ୍ୟା

new born girl found

Advertisment

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଅମାନବୀୟ ଘଟଣା। ମାଟି ତଳୁ ଉଦ୍ଧାର ହେଲା ଦିନକର ଶିଶୁକନ୍ୟା। ଶିଶୁକନ୍ୟାଟିକୁ ଟିକାୟତପାଲି ସାନଝରଣ ନାଳରେ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।

Advertisment

ସୂଚନା ଅନୁସାରେ ଗତକାଲି ରାତିରେ କିଛି ସ୍ଥାନୀୟ ଲୋକ ଜଙ୍ଗଲ ଭିତରକୁ ୟାଇଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ। ତେବେ କାଳବୈଶାଖୀ ଯୋଗୁଁ ଭୟଭୀତ ହୋଇ ଘରକୁ ଫେରିଆସିଥିଲେ।

ଆଜି ସକାଳୁ କିଛି ସ୍ଥାନୀୟ ଲୋକ, ପୋଲିସ ଓ ଆଶାକର୍ମୀ ଜଙ୍ଗଲକୁ ଯାଇ ନାଳରେ ପୋତା ହୋଇଥିବା ଶିଶୁକନ୍ୟାଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି।  ତାକୁ ପ୍ରଥମେ ବଣାଇ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ରାଉରକେଲା ପଠାଯାଇଛି।

Advertisment
Sundergarh Newborn Baby Newborn Girl Found Newborn Girl Found In Sundergarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ