Advertisment

୪ହଜାର ରିହାତିରେ ବ୍ରାଣ୍ଡେଡ୍ ସ୍ମାର୍ଟଫୋନ୍ :  ଅଫର ଆଉ ଦୁଇ ଦିନ

ନୂଆଦିଲ୍ଲୀ: ଆପଣ କମ୍‌ ଦାମରେ ଭଲ କମ୍ପାନୀର ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି କି ? ତାହେଲେ ଆପଣଙ୍କ ପାଇଁ ମୋଟୋରୋଲା କମ୍ପାନୀ ଏଇ ସୁଯୋଗ ଆଣି ଦେଇଛି। ଯେଉଁ ମୋବାଇଲ୍‌ର ପ୍ରକୃତ ଦାମ୍‌ ୧୩,୯୯୯ଟଙ୍କା , ତାହା ଏବେ ୪ହଜାର ଟଙ୍କାର ରିହାତିରେ ଅର୍ଥାତ୍ ୯,୯୯୯ ଟଙ୍କାରେ ପାଇପାରିବେ। ଏହି ଅଫରର ଶେଷ ତାରିଖ ଏପ୍ରିଲ୍‌୧୧ ରହିଛି। ତାପରେ ଏହା ପୁଣି ନିଜର ପୁରୁଣା ଦର ୧୩,୯୯୯ ଟଙ୍କାରେ ଉପଲବ୍ଧ ହେବ। ଗତ ବର୍ଷ ଭାରତରେ ଲଞ୍ଚ […]

୪ହଜାର ରିହାତିରେ ବ୍ରାଣ୍ଡେଡ୍ ସ୍ମାର୍ଟଫୋନ୍ :  ଅଫର ଆଉ ଦୁଇ ଦିନ

moto-1

Advertisment

ନୂଆଦିଲ୍ଲୀ: ଆପଣ କମ୍‌ ଦାମରେ ଭଲ କମ୍ପାନୀର ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି କି ? ତାହେଲେ ଆପଣଙ୍କ ପାଇଁ ମୋଟୋରୋଲା କମ୍ପାନୀ ଏଇ ସୁଯୋଗ ଆଣି ଦେଇଛି। ଯେଉଁ ମୋବାଇଲ୍‌ର ପ୍ରକୃତ ଦାମ୍‌ ୧୩,୯୯୯ଟଙ୍କା , ତାହା ଏବେ ୪ହଜାର ଟଙ୍କାର ରିହାତିରେ ଅର୍ଥାତ୍ ୯,୯୯୯ ଟଙ୍କାରେ ପାଇପାରିବେ। ଏହି ଅଫରର ଶେଷ ତାରିଖ ଏପ୍ରିଲ୍‌୧୧ ରହିଛି। ତାପରେ ଏହା ପୁଣି ନିଜର ପୁରୁଣା ଦର ୧୩,୯୯୯ ଟଙ୍କାରେ ଉପଲବ୍ଧ ହେବ।

Advertisment

ଗତ ବର୍ଷ ଭାରତରେ ଲଞ୍ଚ ହୋଇଥିଲା ମୋଟୋରୋଲାର ଏହି ଲୋକପ୍ରିୟ ସ୍ମାର୍ଟଫୋନ ମୋଟୋ ଜି୫-ଏସ୍‌। ଏହାର ପ୍ରକୃତ ମୂଲ୍ୟ ୧୩,୯୯୯ ଟଙ୍କା ରହିଛି। ଏବେ ଆମାଜନରେ ଏହା ୯,୯୯୯ ଟଙ୍କାରେ ମିଳୁଛି ।

publive-imageମୋଟୋ ଜି୫-ଏସର ବୈଶିଷ୍ଟ୍ୟ -

୧ – ୪ଜିବି ରାମ୍‌ ସହ ୧୬ ଏମ୍‌ପି ରିୟର କ୍ୟାମେରା

୨- ଉନ୍ନତ ବ୍ୟାଟେରି ଲାଇଫ। ଟର୍ବୋ ପାୱାର ଚାର୍ଜର । ୧୫ ମିନିଟର ଚାର୍ଜରେ ୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଚାର୍ଜ ରଖିପାରିବାର କ୍ଷମତା

Advertisment

୩ - ୧୩.୨ ସେମିର ୫.୨ର ଏଚଡି ଜିସପ୍ଲେ

୪-  ଅକ୍ଟାକୋର ପ୍ରୋସେସର

୫- ନାଇଟ୍‌ ଡିସପ୍ଲେ

ଏହା ସହ ଆହୁରି ଅନେକ ବ୍ୟବହାର ଉପଯୋଗୀ ଉନ୍ନତ ସୁବିଧା ଏହି ସ୍ମାର୍ଟଫାନରୁ ପାଇପାରିବେ।

Moto G5S Price Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ