Advertisment

ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା

ବରଗଡ଼: ବରଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ଜଣକ ପାଇକମାଳ ଥାନା ସାଲେପାଲି ଗାଁର ବିଜୟ ସାହୁ। ଘଟଣାସ୍ଥଳରେ ମାଓବାଦୀମାନେ କିଛି ଲେଖାଥିବା ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଲେଖା ହୋଇଛି, ଗତବର୍ଷ ସେପଟେମ୍ବରରେ ୨ ଜଣ କମ୍ରେଡ କୌଣସି କାମରେ ଯାଇଥିବା ବେଳେ ବିଜୟ ପୋଲିସକୁ ଖବର ଦେବା ସହ ସେମାନଙ୍କୁ ଧରାଇ ଦେଇଥିଲେ। ତେଣୁ ଜନ ଅଦାଲତରେ ସେମାନଙ୍କୁ ମୃତ୍ୟୁଦଣ୍ଡ […]

ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା

maoist killed

Advertisment

ବରଗଡ଼: ବରଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ।

Advertisment

ମୃତକ ଜଣକ ପାଇକମାଳ ଥାନା ସାଲେପାଲି ଗାଁର ବିଜୟ ସାହୁ। ଘଟଣାସ୍ଥଳରେ ମାଓବାଦୀମାନେ କିଛି ଲେଖାଥିବା ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଲେଖା ହୋଇଛି, ଗତବର୍ଷ ସେପଟେମ୍ବରରେ ୨ ଜଣ କମ୍ରେଡ କୌଣସି କାମରେ ଯାଇଥିବା ବେଳେ ବିଜୟ ପୋଲିସକୁ ଖବର ଦେବା ସହ ସେମାନଙ୍କୁ ଧରାଇ ଦେଇଥିଲେ।

ତେଣୁ ଜନ ଅଦାଲତରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଦୀର୍ଘଦିନର ନୀରବତା ପରେ ବରଗଡ଼ ଜିଲ୍ଲାରେ ପୁଣି ମାଓବାଦୀମାନେ ନିଜ ଅସ୍ତିତ୍ୱ ଜାହିର କରିଛନ୍ତି।

Advertisment
Maoist Maoist Killed Police Informer Maoists Killed Youth Suspecting Police Informer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ