Advertisment

ପରକୀୟା ପ୍ରୀତି ସନ୍ଦେହରୁ ଜଘନ୍ୟ କାଣ୍ଡ : ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ପରକୀୟା ପ୍ରୀତି ସନ୍ଦେହରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ଏହି ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ। ମିଳିଥିବା ସୂଚନା ଅନୁସାରେ,ପତ୍ନୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ୱାମୀ ବିଭୀଷଣ ପ୍ରଥମେ ତଣ୍ଟି ଚିପି ମାରିଦେଇଥିଲା ।  ତା ପରେ ଛିଣ୍ଡା ଲୁଗା ପକାଇ ମୃତଦେହରେ ନିଆଁ ଲଗାଇଥିଲା। ପଡ଼ୋଶୀମାନେ ଏହି ନିଆଁକୁ ଦେଖିବା ପରେ ଘଟଣା ପଦାକୁ ଆସିଥିଲା।  […]

ପରକୀୟା ପ୍ରୀତି ସନ୍ଦେହରୁ ଜଘନ୍ୟ କାଣ୍ଡ : ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

man killed wife

Advertisment

ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ପରକୀୟା ପ୍ରୀତି ସନ୍ଦେହରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ଏହି ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ।

Advertisment

ମିଳିଥିବା ସୂଚନା ଅନୁସାରେ,ପତ୍ନୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ୱାମୀ ବିଭୀଷଣ ପ୍ରଥମେ ତଣ୍ଟି ଚିପି ମାରିଦେଇଥିଲା ।  ତା ପରେ ଛିଣ୍ଡା ଲୁଗା ପକାଇ ମୃତଦେହରେ ନିଆଁ ଲଗାଇଥିଲା। ପଡ଼ୋଶୀମାନେ ଏହି ନିଆଁକୁ ଦେଖିବା ପରେ ଘଟଣା ପଦାକୁ ଆସିଥିଲା।  ଫେରାର ହେବାକୁ ଉଦ୍ୟମ କରିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ପରିବାର ଲୋକଙ୍କ କହିବା ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗୁଥିଲା।  ହତ୍ୟାକାଣ୍ଡ ପୂର୍ବ ଦିନ ରାତିରେ ମଧ୍ୟ ଝଗଡ଼ା ହୋଇଥିବା ସୂଚନା ମିଳିଛି।  ଉଭୟଙ୍କର ଦୁଇ ବର୍ଷର ଏକ ଝିଅ ବି ଅଛି।

Advertisment
Latest Bhubaneswar News Man Burns Wife To Death Man Killed Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ