Advertisment

ଜୀବନ ବଞ୍ଚାଇବାକୁ ୨୨ ଘଣ୍ଟାର ଗୁଣିଗାରେଡ଼ି

ରାୟଗଡ଼ା: ଅନ୍ଧବିଶ୍ୱାସର ନଗ୍ନ ନମୂନା। ମୃତ ପତ୍ନୀର ଜୀବନ ଫେରାଇ ଆଣିବାକୁ ସ୍ୱାମୀର ୨୨ ଘଣ୍ଟା ଧରି ଝଡ଼ାଫୁଙ୍କା। ରାୟଗଡ଼ାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣକ ଶିବପଦର ପଞ୍ଚାୟତ ସମିତିସଭ୍ୟା କୁନି ନୁଣ୍ଡ୍ରୁକା କିଛି ଦିନ ହେବ ଅସୁସ୍ଥ ଥିଲେ। ମେଡିକାଲ ନନେଇ ଅସୁସ୍ଥ ସ୍ତ୍ରୀକୁ ସ୍ୱାମୀ ଝଡ଼ାଫୁଙ୍କା କରୁଥିଲେ ବୋଲି ଜଣାପଡ଼ିଛି। ଗତକାଲି ସକାଳ ୧୦ଟାରେ କୁନିଙ୍କ ମୃତ୍ୟୁ ପରେ ବି ଶବଦାହ ପାଇଁ ଛାଡ଼ୁନଥିଲେ ସ୍ୱାମୀ। ଜୀବନ ଫେରାଇବାକୁ ତନ୍ତ୍ର କରୁଥିଲେ […]

ଜୀବନ ବଞ୍ଚାଇବାକୁ ୨୨ ଘଣ୍ଟାର ଗୁଣିଗାରେଡ଼ି

rayagada

Advertisment

ରାୟଗଡ଼ା: ଅନ୍ଧବିଶ୍ୱାସର ନଗ୍ନ ନମୂନା। ମୃତ ପତ୍ନୀର ଜୀବନ ଫେରାଇ ଆଣିବାକୁ ସ୍ୱାମୀର ୨୨ ଘଣ୍ଟା ଧରି ଝଡ଼ାଫୁଙ୍କା। ରାୟଗଡ଼ାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

Advertisment

ମୃତକ ଜଣକ ଶିବପଦର ପଞ୍ଚାୟତ ସମିତିସଭ୍ୟା କୁନି ନୁଣ୍ଡ୍ରୁକା କିଛି ଦିନ ହେବ ଅସୁସ୍ଥ ଥିଲେ। ମେଡିକାଲ ନନେଇ ଅସୁସ୍ଥ ସ୍ତ୍ରୀକୁ ସ୍ୱାମୀ ଝଡ଼ାଫୁଙ୍କା କରୁଥିଲେ ବୋଲି ଜଣାପଡ଼ିଛି।

ଗତକାଲି ସକାଳ ୧୦ଟାରେ କୁନିଙ୍କ ମୃତ୍ୟୁ ପରେ ବି ଶବଦାହ ପାଇଁ ଛାଡ଼ୁନଥିଲେ ସ୍ୱାମୀ। ଜୀବନ ଫେରାଇବାକୁ ତନ୍ତ୍ର କରୁଥିଲେ କିନ୍ତୁ କିଛି ନ ହେବାରୁ ଆଜି ସକାଳେ କୁନିଙ୍କ ଅନ୍ତିମ ସଂସ୍କାର ହୋଇଛି।

Advertisment
Rayagada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ