Advertisment

ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀର ହତ୍ୟା ଅଭିଯୋଗ

ମୟୂରଭଞ୍ଜ : ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମୟୂରଭଞ୍ଜ ଜିଲ୍ଲା କେନ୍ଦୁଘୁଟ ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା। ମୃତକ ମହିଳା ଜଣକ ହେଲେ ପୂର୍ଣ୍ଣମୀ ଧିର। ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ୱାମୀ କୁଆଡେ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଗତ ମାସେ ହେବ ବାହାର ରାଜ୍ୟରେ କାମ କରି ଘରକୁ ଫେରିଥିଲେ ପୂର୍ଣ୍ଣମୀ। ହେଲେ ଗତକାଲି ପାରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀ ଅର୍ଜୁନ ଓ […]

ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀର ହତ୍ୟା ଅଭିଯୋଗ

killed

Advertisment

ମୟୂରଭଞ୍ଜ : ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମୟୂରଭଞ୍ଜ ଜିଲ୍ଲା କେନ୍ଦୁଘୁଟ ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା। ମୃତକ ମହିଳା ଜଣକ ହେଲେ ପୂର୍ଣ୍ଣମୀ ଧିର। ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ୱାମୀ କୁଆଡେ ଫେରାର ହୋଇଯାଇଛି।

Advertisment

ସୂଚନା ଅନୁସାରେ, ଗତ ମାସେ ହେବ ବାହାର ରାଜ୍ୟରେ କାମ କରି ଘରକୁ ଫେରିଥିଲେ ପୂର୍ଣ୍ଣମୀ। ହେଲେ ଗତକାଲି ପାରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀ ଅର୍ଜୁନ ଓ ପୂର୍ଣ୍ଣମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅର୍ଜୁନ ପଥରରେ ଛେତି ପୂର୍ଣ୍ଣମୀକୁ ହତ୍ୟା କରି କୁଆଡ଼େ ଫେରାର୍ ହୋଇଯାଇଛି। ସେପଟେ ସାଇଣ୍ଟିଫିକ୍‌ ଟିସ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Mayurbhanj Killed Husband Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ