keonjhar
Advertisment
କେନ୍ଦୁଝର: ଘରୋଇ କଳହରୁ ପୁତୁରାକୁ ଦାଦାର ତୀରମାଡ଼। ଏହି ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ଚାନ୍ଦପଶି ଗାଁରେ ଘଟିଛି।
Advertisment
ଅଭିଯୋଗ ଅନୁସାରେ, ଗତକାଲି ସକାଳେ ବିଞ୍ଜାର ମାଝୀ ଓ ତାଙ୍କ ଭାଇ ବୀର ମାଝୀଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ବୀର ମାଝୀ ବିଞ୍ଜାରଙ୍କ ପୁଅ ଜଗାକୁ ତୀର ମାରିଥିବା ଅଭିଯୋଗ ହୋଇଛି।
ଗୁରୁତର ଅବସ୍ଥାରେ ଜଗାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/keonjhar-66_1626499460.jpg)