Advertisment

ଲିଗାଲ୍‌ ମେଟ୍ରୋଲୋଜି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ରାଉରକେଲାରେ ଆସିଷ୍ଟାଣ୍ଟ୍‌ କଣ୍ଟ୍ରୋଲର୍‌ ଅଫ୍‌ ଲିଗାଲ୍‌ ମେଟ୍ରୋଲୋଜିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।  ଆସିଷ୍ଟାଣ୍ଟ୍‌ କଣ୍ଟ୍ରୋଲର୍‌ ବିଦ୍ୟାଧର ବିଶ୍ୱାଳଙ୍କ ରାଉରକେଲା ଏଲ୍ଆଇସି କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର୍ସ, ଉଦିତନଗରରେ ଥିବା କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଏଲ୍ଆଇସି କଲୋନୀ ସ୍ଥିତ E-24 ସରକାରୀ କ୍ୱାର୍ଟର୍ସକୁ ରେଡ୍ ପରେ ସିଲ୍ କରିଛି ଭିଜିଲାନ୍ସ। ରାଉରକେଲା  ସହ ଭୁବନେଶ୍ୱର ପୋଖରୀପୁଟରେ ଥିବା […]

ଲିଗାଲ୍‌ ମେଟ୍ରୋଲୋଜି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

rourkela

Advertisment

ରାଉରକେଲା: ରାଉରକେଲାରେ ଆସିଷ୍ଟାଣ୍ଟ୍‌ କଣ୍ଟ୍ରୋଲର୍‌ ଅଫ୍‌ ଲିଗାଲ୍‌ ମେଟ୍ରୋଲୋଜିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।  ଆସିଷ୍ଟାଣ୍ଟ୍‌ କଣ୍ଟ୍ରୋଲର୍‌ ବିଦ୍ୟାଧର ବିଶ୍ୱାଳଙ୍କ ରାଉରକେଲା ଏଲ୍ଆଇସି କଲୋନୀ ସ୍ଥିତ ସରକାରୀ କ୍ୱାର୍ଟର୍ସ, ଉଦିତନଗରରେ ଥିବା କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି।

Advertisment

ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଏଲ୍ଆଇସି କଲୋନୀ ସ୍ଥିତ E-24 ସରକାରୀ କ୍ୱାର୍ଟର୍ସକୁ ରେଡ୍ ପରେ ସିଲ୍ କରିଛି ଭିଜିଲାନ୍ସ।

ରାଉରକେଲା  ସହ ଭୁବନେଶ୍ୱର ପୋଖରୀପୁଟରେ ଥିବା ଘର, ପାତ୍ର ପଡ଼ାରେ ସମ୍ପର୍କୀୟଙ୍କ ଘର ଓ ବାଲୁଗାଁ ନିମିକ୍ଷେତରେ ଥିବା ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି।  ଏହି ଚଢ଼ାଉରେ ୩ଜଣ ଡିଏସ୍‌ପି ଓ ୫ଜଣ ଇନ୍ସପେକ୍ଟରଙ୍କୁ ମିଶାଇ ୨୫ ଜଣ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି।

Advertisment
Rourkela Corruption
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ