cctv
Advertisment
ନବରଙ୍ଗପୁର : ନବରଙ୍ଗପୁର ଲକ୍ଷ୍ମୀ ମନ୍ଦିରରୁ ଚୋରୀ। ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଠାକୁର ଘର ତାଲା ଭାଙ୍ଗି ମନ୍ଦିରର ଲକ୍ଷାଧିକ ସମ୍ପତ୍ତି ଲୁଟ କରିଛି।
Advertisment
ମନ୍ଦିରରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ। କେହି ଜଣେ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ତାଲା ଭାଙ୍ଗୁଥିବା ଚିତ୍ର ସିସିଟିଭିରେ କଏଦ୍ ହୋଇଛି। ପରବର୍ତ୍ତୀ ସମୟରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯିବ ବୋଲି ପୋଲିସ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cctv_1626438114.jpg)