kiss
Advertisment
ଦେବଗଡ଼ : ଦେବଗଡ଼ ରିଆମାଳ ଅଞ୍ଚଳର ଜଣେ ଯୁବତୀଙ୍କ ଚୁମ୍ବନ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ଘଟଣାରେ ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ହୃଷୀକେଶ ବିଶ୍ୱାଳ ଓ ତାର ଘର କୁମାଳ ଗାଁରେ ବୋଲି ଜଣାପଡ଼ିଛି।
Advertisment
ଘଟଣାରେ ଏକାଧିକ ମୋବାଇଲ୍ ଫୋନ୍ ଜବତ କରି ପୋଲିସ ଘଟଣାର ତଦନ୍ତ କରୁଛି। ଗତ ମାର୍ଚ୍ଚ ୩୦ରୁ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kiss_1626498882.jpg)