Advertisment

ଗୋଟିଏ ବେଡରେ ଜଗା କାଳିଆ

ଭୁବନେଶ୍ୱର: ଗୋଟିଏ ବେଡରେ ଜଗା କାଳିଆ। ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଦୁଇ ଭାଇଙ୍କୁ ଗୋଟିଏ ବେଡରେ ଦେଖିବାକୁ ମିଳିଛି। ପୂର୍ବରୁ ଜଗା ସୁସ୍ଥ ହୋଇ ଖେଳାଖେଳି କରୁଥିଲା।  ତେବେ କାଳିଆର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ପାଇଁ ବର୍ତ୍ତମାନ ଜଗାକୁ କାଳିଆର ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଯେଉଁଥିରେ ଜଗା ହାତ ହଲେଇ ଖେଳୁଥିବା ଦେଖିବାକୁ ମିଳିଛି।  ବର୍ତ୍ତମାନ ଜଗା ୯୮ପ୍ରତିଶତ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।  ତେବେ କାଳିଆ ପୁରାପୁରି ସୁସ୍ଥ […]

ଗୋଟିଏ ବେଡରେ ଜଗା କାଳିଆ

jaga-kalia

Advertisment

ଭୁବନେଶ୍ୱର: ଗୋଟିଏ ବେଡରେ ଜଗା କାଳିଆ। ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ପ୍ରଥମ ଥର ପାଇଁ ଦୁଇ ଭାଇଙ୍କୁ ଗୋଟିଏ ବେଡରେ ଦେଖିବାକୁ ମିଳିଛି।

Advertisment

ପୂର୍ବରୁ ଜଗା ସୁସ୍ଥ ହୋଇ ଖେଳାଖେଳି କରୁଥିଲା।  ତେବେ କାଳିଆର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ପାଇଁ ବର୍ତ୍ତମାନ ଜଗାକୁ କାଳିଆର ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି।

ଯେଉଁଥିରେ ଜଗା ହାତ ହଲେଇ ଖେଳୁଥିବା ଦେଖିବାକୁ ମିଳିଛି।  ବର୍ତ୍ତମାନ ଜଗା ୯୮ପ୍ରତିଶତ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।  ତେବେ କାଳିଆ ପୁରାପୁରି ସୁସ୍ଥ ନଥିବାରୁ ଆଗକୁ ତାର ଚିକିତ୍ସା ଜାରି ରହିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Advertisment
Odisha AIIMS Jaga Kalia Separated Conjoined Twins Jaga Kalia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ