Advertisment

ବିମାନ ବନ୍ଦରରୁ ବିଦେଶୀ ମୁଦ୍ରା ଓ ଲକ୍ଷାଧିକ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ବୈଦେଶିକ ମୁଦ୍ରା ସହ ଲକ୍ଷାଧିକ ଟଙ୍କାର ସୁନା। ଜବତ ସୁନା ଏବଂ ମୁଦ୍ରାର ମୁଲ୍ୟ ୨୨ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏସବୁ ବିଦେଶୀ ସୁନା ଏବଂ ମୁଦ୍ରା ବ୍ୟାଙ୍କକରୁ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିଥିଲା। ଏହି ଘଟଣାରେ କଷ୍ଟମ୍ସ  ଅଧିକାରୀ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଅଟକ ୪ଜଣ ଦିଲ୍ଲୀ, କୋଲକାତା ଓ କଟକ ବାସିନ୍ଦା […]

ବିମାନ ବନ୍ଦରରୁ ବିଦେଶୀ ମୁଦ୍ରା ଓ ଲକ୍ଷାଧିକ ଟଙ୍କାର ସୁନା ଜବତ

gold seized

Advertisment

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ବୈଦେଶିକ ମୁଦ୍ରା ସହ ଲକ୍ଷାଧିକ ଟଙ୍କାର ସୁନା। ଜବତ ସୁନା ଏବଂ ମୁଦ୍ରାର ମୁଲ୍ୟ ୨୨ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

Advertisment

ଏସବୁ ବିଦେଶୀ ସୁନା ଏବଂ ମୁଦ୍ରା ବ୍ୟାଙ୍କକରୁ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିଥିଲା। ଏହି ଘଟଣାରେ କଷ୍ଟମ୍ସ  ଅଧିକାରୀ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଅଟକ ୪ଜଣ ଦିଲ୍ଲୀ, କୋଲକାତା ଓ କଟକ ବାସିନ୍ଦା ବୋଲି ସୂଚନା ମିଳିଛି।

ତେବେ ବ୍ୟାଙ୍କକରୁ ଓଡ଼ିଶାକୁ ଏଭଳି ବହୁମୂଲ୍ୟ ସାମଗ୍ରୀ ଆସିବା ନୂଆ ନୁହେଁ। ଗତ ୬ ତାରିଖରେ ଜଣେ ଭାରତୀୟ ବଂଶୋଦ୍ଭଙ୍କଠାରୁ କଷ୍ଟମ୍ସ ଅଫିସର ୬ଶହ ଗ୍ରାମରୁ ଅଧିକ ଓଜନର ସୁନା ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୯ ଲକ୍ଷରୁ ଅଧିକ ଟଙ୍କା ହେବ।

Advertisment

ସେହିପରି ଗତ କିଛିଦିନ ତଳେ ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ଚେନ୍ନାଇର ଜଣେ ସୁନା ଚୋରା ଚାଲାଣକାରୀ ଧରାପଡ଼ିଥିଲା।

Foreign Currency Bhubaneswar Airport Customs Official
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ