Advertisment

ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍‌ରେ ବିସ୍ଫୋରଣ ! ୩ଜଣ  ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର : ବଲାଙ୍ଗିରରେ ଘଟିଛି ଏକ  ଅଭାବନୀୟ ଘଟଣା । ସୁଖର ମାହୋଲରେ ଦୁଃଖର ଛାୟା ଖେଳିଯାଇଛି । ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍‌ରେ ବିସ୍ଫୋରଣ ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ,ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍‌ ଖୋଲିବା ବେଳେ ଏହି ବିସ୍ଫୋରଣ ଘଟିଛି ।  ବର, କନ୍ୟା ଏବଂ ବରର ଜେଜେ ମା’ ଗୁରୁତର  ହୋଇଛନ୍ତି  । ସମସ୍ତଙ୍କୁ ବଲାଙ୍ଗିର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗତ […]

ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍‌ରେ ବିସ୍ଫୋରଣ ! ୩ଜଣ  ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

blast

Advertisment

ବଲାଙ୍ଗିର : ବଲାଙ୍ଗିରରେ ଘଟିଛି ଏକ  ଅଭାବନୀୟ ଘଟଣା । ସୁଖର ମାହୋଲରେ ଦୁଃଖର ଛାୟା ଖେଳିଯାଇଛି । ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍‌ରେ ବିସ୍ଫୋରଣ ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି ।

Advertisment

publive-imageମିଳିଥିବା ସୂଚନା ଅନୁସାରେ ,ବାହାଘରରେ ଦିଆଯାଇଥିବା ଉପହାର ପ୍ୟାକେଟ୍‌ ଖୋଲିବା ବେଳେ ଏହି ବିସ୍ଫୋରଣ ଘଟିଛି ।  ବର, କନ୍ୟା ଏବଂ ବରର ଜେଜେ ମା’ ଗୁରୁତର  ହୋଇଛନ୍ତି  । ସମସ୍ତଙ୍କୁ ବଲାଙ୍ଗିର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଗତ ୧୮ରେ ପାଟଣାଗଡ଼ ଅଞ୍ଚଳରେ ଏକ ବାହାଘର ହୋଇଥିଲା । ତେବେ ବାହାଘରରେ ମିଳିଥିବା ଉପହାର ଆଜି ଖୋଲିବା ବେଳେ ଏହା ଅଚାନକ ଫାଟିଯାଇଥିଲା । ଆଉ ଏହା ବିସ୍ଫୋରଣ କରିଥିଲା । ପ୍ୟାକେଟ୍‌ ଭିତରେ କେହି ବିସ୍ଫୋରକ ରଖିଥିବା ସନ୍ଦେହ କରାଯାଉଛି   ।

Advertisment
Bolangiri Gift Packet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ