Advertisment

୧ ଟନ୍ ଗଞ୍ଜେଇ ଜବତ

ଭୁବନେଶ୍ୱର : ଖଣ୍ଡଗିରି ଛକରୁ ଏକ ଟନ୍ ଗଞ୍ଜେଇ ଜବତ ହୋଇଛି। ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଁ ରାଜସ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ କରାଯାଇଥିଲା। ଏନେଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଗଞ୍ଜେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ବିହାରକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି।

୧ ଟନ୍ ଗଞ୍ଜେଇ ଜବତ

ganga

Advertisment

ଭୁବନେଶ୍ୱର : ଖଣ୍ଡଗିରି ଛକରୁ ଏକ ଟନ୍ ଗଞ୍ଜେଇ ଜବତ ହୋଇଛି। ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଁ ରାଜସ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ କରାଯାଇଥିଲା। ଏନେଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Advertisment

ଗଞ୍ଜେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ବିହାରକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି।

Ganja Seized Ganja Directorate Of Revenue Intelligence Latest Bhubaneswar News Khandagiri Square
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ