Advertisment

ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍: ୪ ମୃତ

ଫ୍ଲୋରିଡା: ଆମେରିକା ଫ୍ଲୋରିଡାରେ ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍। ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ନିକଟସ୍ଥ ଟ୍ରାଫିକ୍ ସିଗ୍ନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି। ବହୁ ସଂଖ୍ୟାରେ ଲୋକେ ଫୁଟ୍ ଓଭର ବ୍ରିଜ୍ ତଳେ ଦବି ରହିଥିବା ସନ୍ଦେହ କରାଯାଉଛି। ସନ୍ଧାନୀ କୁକୁର ଏବଂ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ବ୍ରିଜରେ […]

ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍: ୪ ମୃତ

florida

Advertisment

ଫ୍ଲୋରିଡା: ଆମେରିକା ଫ୍ଲୋରିଡାରେ ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍। ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ନିକଟସ୍ଥ ଟ୍ରାଫିକ୍ ସିଗ୍ନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଫଳରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି। ବହୁ ସଂଖ୍ୟାରେ ଲୋକେ ଫୁଟ୍ ଓଭର ବ୍ରିଜ୍ ତଳେ ଦବି ରହିଥିବା ସନ୍ଦେହ କରାଯାଉଛି।

ସନ୍ଧାନୀ କୁକୁର ଏବଂ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ବ୍ରିଜରେ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା। ତେବେ କେଉଁ କାରଣ ପାଇଁ ବ୍ରିଜଟି ଭୁସୁଡ଼ି ପଡ଼ିଛି ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

Advertisment
Florida Florida Foot Bridge Florida Foot Bridge Collapse Foot Bridge Collapse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ