Advertisment

ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ

ଭୁବନେଶ୍ୱର: ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ।  ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ହୋଇଥିବା ସଂଗଠନର ‌ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଗତ ୧୨ ତାରିଖରୁ ଲୋୟର୍ ପିଏମଜିରେ ସଂଗଠନ ପକ୍ଷରୁ ସତ୍ୟାଗ୍ରହ ଓ ଅନଶନ ଚାଲୁ ରହିଥିଲେ ବି ଏଯାଏଁ କେହିବି ଆଲୋଚନାକୁ ନ ଡାକିବାରୁ ବିଧାନସଭା ଘେରାଉ ପାଇଁ ସଂଗଠନ ନିଷ୍ପତ୍ତି ନେଇଛି। ତେବେ ଏ ନେଇ […]

ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ

farmers

Advertisment

ଭୁବନେଶ୍ୱର: ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ।  ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ହୋଇଥିବା ସଂଗଠନର ‌ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି।

Advertisment

ଗତ ୧୨ ତାରିଖରୁ ଲୋୟର୍ ପିଏମଜିରେ ସଂଗଠନ ପକ୍ଷରୁ ସତ୍ୟାଗ୍ରହ ଓ ଅନଶନ ଚାଲୁ ରହିଥିଲେ ବି ଏଯାଏଁ କେହିବି ଆଲୋଚନାକୁ ନ ଡାକିବାରୁ ବିଧାନସଭା ଘେରାଉ ପାଇଁ ସଂଗଠନ ନିଷ୍ପତ୍ତି ନେଇଛି।

ତେବେ ଏ ନେଇ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ।

Farmers Protest Odisha Assembly Farmers To Gherao Odisha Assembly Navnirman Krushak Sangathan Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ