Advertisment

କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

ସମ୍ବଲପୁର : ସମ୍ବଲପୁରରେ ଚକଡ଼ା ତାତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚକଡ଼ା ବା ମାଟିଆଗୁଣ୍ଡି ପୋକ ବ୍ୟାପୀ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ଆଜି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ। ଉଭୟ ଦେବଗଡ଼ ଓ ସମ୍ବଲପୁର ପାଇଁ ମାତ୍ର ଜଣେ କୃଷି ଅଧିକାରୀ ଅଛନ୍ତି। ତେଣୁ ଚକଡ଼ା ଦମନ ସମ୍ଭବ ହେଉନାହିଁ। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ। ନଚେତ୍ ଆନ୍ଦୋଳନ ବ୍ୟାପକ ହେବ […]

କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

sambalpur

Advertisment

ସମ୍ବଲପୁର : ସମ୍ବଲପୁରରେ ଚକଡ଼ା ତାତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚକଡ଼ା ବା ମାଟିଆଗୁଣ୍ଡି ପୋକ ବ୍ୟାପୀ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ଆଜି ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଚାଷୀ।

Advertisment

ଉଭୟ ଦେବଗଡ଼ ଓ ସମ୍ବଲପୁର ପାଇଁ ମାତ୍ର ଜଣେ କୃଷି ଅଧିକାରୀ ଅଛନ୍ତି। ତେଣୁ ଚକଡ଼ା ଦମନ ସମ୍ଭବ ହେଉନାହିଁ। ତେଣୁ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଚାଷୀ। ନଚେତ୍ ଆନ୍ଦୋଳନ ବ୍ୟାପକ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ତେବେ ଏନେଇ କୃଷି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Deputy Director Of Agriculture ( Sambalpur Pest Menace Farmers Gherao
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ