Advertisment

ଏଥର କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବେ ସରକାର

ନୂଆଦିଲ୍ଲୀ: ପିଏନ୍‌ବି ଜାଲିଆତି ପରେ ସରକାରଙ୍କ ଚେତା ପଶିଛି। ଏଭଳି ଠକେଇ ଯେମିତି ଆଉ ନହୁଏ ଏହାକୁ ରୋକିବା ପାଇଁ ଏବେ ତତ୍ପର ହୋଇଉଠିଛନ୍ତି। ଏଥିପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାରବିମର୍ଶ କରୁଛନ୍ତି। ବିଭିନ୍ନ କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବା ଉପରେ ବିଚାର କରୁଛନ୍ତି ସରକାର। ସମସ୍ତଙ୍କର ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ରହିଛି। ନିର୍ଦ୍ଦେଶକ ପରିଚୟ ନମ୍ବର (ଡିଆଇଏନ୍‌) ଥିବା ସବୁ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ତଥ୍ୟ ହାସଲ କରାଯିବ। […]

ଏଥର କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବେ ସରକାର

passport

Advertisment

ନୂଆଦିଲ୍ଲୀ: ପିଏନ୍‌ବି ଜାଲିଆତି ପରେ ସରକାରଙ୍କ ଚେତା ପଶିଛି। ଏଭଳି ଠକେଇ ଯେମିତି ଆଉ ନହୁଏ ଏହାକୁ ରୋକିବା ପାଇଁ ଏବେ ତତ୍ପର ହୋଇଉଠିଛନ୍ତି। ଏଥିପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାରବିମର୍ଶ କରୁଛନ୍ତି।

Advertisment

ବିଭିନ୍ନ କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବା ଉପରେ ବିଚାର କରୁଛନ୍ତି ସରକାର। ସମସ୍ତଙ୍କର ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ରହିଛି। ନିର୍ଦ୍ଦେଶକ ପରିଚୟ ନମ୍ବର (ଡିଆଇଏନ୍‌) ଥିବା ସବୁ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ତଥ୍ୟ ହାସଲ କରାଯିବ। ଯେଉଁମାନଙ୍କ ପାଖରେ ପାସ୍‌ପୋର୍ଟ ନଥିବ ସେମାନଙ୍କୁ ସେ ବିଷୟରେ ଜଣାଇବା ପାଇଁ ଏକ ସାର୍ଟିଫିକେଟ୍‌ ଦାଖଲ କରିବାକୁ ପଡ଼ିବ।

publive-imageକର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶକମାନଙ୍କୁ ଠାରୁ ପାସପୋର୍ଟର ସମସ୍ତ ବିବରଣୀ ସଂଗ୍ରହ କରିବେ। ଏଥିପାଇଁ ପ୍ରଥମେ ୮ ସଂଖ୍ୟା ବିଶିଷ୍ଟ ସ୍ୱତନ୍ତ୍ର ପରିଚୟ ନମ୍ବର ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଏହି ନମ୍ବର ଦେବା ପୂର୍ବରୁ ନୂଆ ନିର୍ଦ୍ଦେଶକମାନଙ୍କ ପାସ୍‌ପୋର୍ଟ ତଥ୍ୟ ପ୍ରଥମେ ହାସଲ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ