gurupriya setu
Advertisment
ଭୁବନେଶ୍ୱର: ପୁଣି ଘୁଞ୍ଚିଲା ଗୁରୁପ୍ରିୟା ସେତୁର ଡେଡଲାଇନ୍। ବାଲିମେଳା ଜଳଭଣ୍ଡାରରେ ପାଣି କମିଯିବାରୁ ବ୍ରିଜ୍ ନିର୍ମାଣ ଡିଜାଇନରେ କିଛିଟା ପରିବର୍ତ୍ତନ କରାଯାଇଛି।
Advertisment
ଏଥିପାଇଁ ନିର୍ମାଣ କାମ ଶେଷ ହେବାକୁ ଆଉ କିଛି ସମୟ ଲାଗିବ ବୋଲି ଏହି ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଡିଜାଇନ ଏନ.ସି. ପଲ୍ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ କରିବା ସମୟକୁ ୪ଥର ବଢ଼ାଯାଇଥିଲା। ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ଗୁରୁପ୍ରିୟା ସେତୁର ଡେଡଲାଇନ୍ ବୃଦ୍ଧି କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gurupriya-setu_1626432243.jpg)