Advertisment

ହୁକା ବାର୍ ଉପରେ କମିଶନ୍‌ରେଟ୍‌ ପୋଲିସର ଚଢାଉ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୁକା ବାର୍ ଉପରେ ଚଢ଼ାଉ। ନୟାପଲ୍ଲୀ ଅଞ୍ଚଳରେ ଏହି ହୁକା ବାର ଥିବାବେଳେ ଆଜି କମିଶନ୍‌ରେଟ୍ ପୋଲିସ ତରଫରୁ ଅଚାନକ ଚଢାଉ କରାଯାଇଥିଲା। ବେଆଇନ୍ ଭାବେ ହୁକା ବାର୍ ଚାଲୁଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବା କୁହାଯାଉଛି। ଚଢାଉ ସମୟରେ ୨ଟି ହୁକା ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ସେପଟେ ଅଭିଯୋଗକୁ ହୋଟେଲ ପକ୍ଷରୁ ଖଣ୍ଡନ କରାଯାଇଛି ।

ହୁକା ବାର୍ ଉପରେ କମିଶନ୍‌ରେଟ୍‌ ପୋଲିସର ଚଢାଉ

huka bar

Advertisment

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୁକା ବାର୍ ଉପରେ ଚଢ଼ାଉ। ନୟାପଲ୍ଲୀ ଅଞ୍ଚଳରେ ଏହି ହୁକା ବାର ଥିବାବେଳେ ଆଜି କମିଶନ୍‌ରେଟ୍ ପୋଲିସ ତରଫରୁ ଅଚାନକ ଚଢାଉ କରାଯାଇଥିଲା।

Advertisment

ବେଆଇନ୍ ଭାବେ ହୁକା ବାର୍ ଚାଲୁଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବା କୁହାଯାଉଛି। ଚଢାଉ ସମୟରେ ୨ଟି ହୁକା ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ସେପଟେ ଅଭିଯୋଗକୁ ହୋଟେଲ ପକ୍ଷରୁ ଖଣ୍ଡନ କରାଯାଇଛି ।

Nayapalli Nicotine Latest Bhubaneswar News Hookah Bar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ