Advertisment

ଦ୍ୱିତୀୟ ଶ୍ରେଣୀର ଛାତ୍ର ହେଲେ ଗୋଟିଏ ଦିନ ପାଇଁ ପୋଲିସ କମିଶନର

ହାଇଦ୍ରାବାଦ: ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋଟିଏ ଦିନ ପାଇଁ ପୋଲିସ କମିଶନର ହୋଇ ଏବେ ଚର୍ଚ୍ଚାରେ। ମାତ୍ର ଦିନକ ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଭାବେ  ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଛାତ୍ର ଡି.ଇଶାନ। ବୁଧବାର ସକାଳେ ଇଶାନ କମିଶନରଙ୍କ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା।  ଫ୍ରେଣ୍ଡ୍‌ଲି ପୋଲିସିଂ ଓ ଅଧିକ ସତର୍କତା ପାଇଁ ସିସିଟିଭି କ୍ୟାମେରା ଉପରେ ଗୁରୁତ୍ୱ ରହିବ […]

ଦ୍ୱିତୀୟ ଶ୍ରେଣୀର ଛାତ୍ର ହେଲେ ଗୋଟିଏ ଦିନ ପାଇଁ ପୋଲିସ କମିଶନର

police commissioner

Advertisment

ହାଇଦ୍ରାବାଦ: ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋଟିଏ ଦିନ ପାଇଁ ପୋଲିସ କମିଶନର ହୋଇ ଏବେ ଚର୍ଚ୍ଚାରେ। ମାତ୍ର ଦିନକ ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଭାବେ  ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଛାତ୍ର ଡି.ଇଶାନ।

Advertisment

ବୁଧବାର ସକାଳେ ଇଶାନ କମିଶନରଙ୍କ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା।  ଫ୍ରେଣ୍ଡ୍‌ଲି ପୋଲିସିଂ ଓ ଅଧିକ ସତର୍କତା ପାଇଁ ସିସିଟିଭି କ୍ୟାମେରା ଉପରେ ଗୁରୁତ୍ୱ ରହିବ ବୋଲି ସେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ।

ଜୀବନ କ’ଣ ଜାଣିବା ପୂର୍ବରୁ ରକ୍ତ କ୍ୟାନସରରେ ପୀଡିତ ନାବାଳକ ଇଶାନଙ୍କର ଇଚ୍ଛା ଥିଲା, ସେ ପାଠ ପଢ଼ି ବଡମଣିଷ ହେବେ।  ଆଉ ପୋଲିସ ଚାକିରି କରିବେ।

Advertisment

ଆଉ ତାଙ୍କର ଏହି ଇଚ୍ଛା ପୂରଣ କରିବା ପାଇଁ ସୁଯୋଗ ଦେଇଥିଲା ହାଇଦ୍ରାବାଦ ପୋଲିସ।  ଆଉ ଏଥିରେ ଖୁବ ଖୁସି ଅନୁଭବ କରିଥିବା କହିଛନ୍ତି ଇଶାନ।

Hyderabad Police Commissioner D Ishan Hyderabad Police Commissioner
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ