Advertisment

କେନ୍ଦ୍ର ପାଳନ କରୁଛି ଜିଏସଟି ଡେ

ନୂଆଦିଲ୍ଲୀ : GST ପ୍ରଚଳନକୁ ଆଜି ବର୍ଷେ ପୂରିଛି। ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ। ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ସାରା ଦେଶରେ ଟିକସ କ୍ଷେତ୍ରରେ ସଂସ୍କାର ଆସିଥିବା କହି କେନ୍ଦ୍ର ସରକାର ଏହାକୁ ଜିଏସଟି ଦିବସ ଭାବେ ପାଳନ କରୁଥିବା ବେଳେ ବିରୋଧୀ କିନ୍ତୁ ସମାଲୋଚନା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଜିଏସ୍‌ଟି ପ୍ରଚଳନର ଅନେକ […]

କେନ୍ଦ୍ର ପାଳନ କରୁଛି ଜିଏସଟି ଡେ

gst-1

Advertisment

ନୂଆଦିଲ୍ଲୀ : GST ପ୍ରଚଳନକୁ ଆଜି ବର୍ଷେ ପୂରିଛି। ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ। ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ସାରା ଦେଶରେ ଟିକସ କ୍ଷେତ୍ରରେ ସଂସ୍କାର ଆସିଥିବା କହି କେନ୍ଦ୍ର ସରକାର ଏହାକୁ ଜିଏସଟି ଦିବସ ଭାବେ ପାଳନ କରୁଥିବା ବେଳେ ବିରୋଧୀ କିନ୍ତୁ ସମାଲୋଚନା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଜିଏସ୍‌ଟି ପ୍ରଚଳନର ଅନେକ ସଫଳତା ବଖାଣିଛନ୍ତି।

Advertisment

ସେପଟେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଚିଦାମ୍ବରମ କହିଛନ୍ତି, ଜିଏସ୍‌ଟି ଫେଲ୍ ମାରିଛି। ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଜିଏସ୍‌ଟି ପାଇଁ ଜେଟଲିଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ