Advertisment

ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ଲାଗିଲା ସିସିଟିଭି

ମାଲକାନଗିରି: ଗୁରୁପ୍ରିୟା ସେତୁର ସୁରକ୍ଷା ଚିନ୍ତା। ସେତୁରେ ଲଗାଗଲା ସିସିଟିଭି କ୍ୟାମେରା। ସେତୁର ତଳ, ଉତ୍ତର ପାର୍ଶ୍ୱ ଓ ଉତ୍ତର ପାର୍ଶ୍ୱର ଉପରି ଭାଗରେ ମୋଟ ୬ଟି ସିସିଟିଭି କ୍ୟାମେରା ଲଗାଯାଇଛି। ଏହାଦ୍ୱାରା ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ସେତୁର ସୁରକ୍ଷା ଲାଗି ବିଏସଏଫ୍ ଯବାନଙ୍କୁ ବିଶେଷ ସହାୟକ ହୋଇ ପାରିବ। ଏଥିସହ ଗୁରୁପ୍ରିୟା ସେତୁରେ ଆଲୋକୀକରଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ସେତୁରେ ୬୦ଟି ଲାଇଟ ଲଗାଯିବା ସହ ଉତ୍ତର ପାର୍ଶ୍ୱରେ ଦୁଇଟି […]

ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ଲାଗିଲା ସିସିଟିଭି

gurupriya setu

Advertisment

ମାଲକାନଗିରି: ଗୁରୁପ୍ରିୟା ସେତୁର ସୁରକ୍ଷା ଚିନ୍ତା। ସେତୁରେ ଲଗାଗଲା ସିସିଟିଭି କ୍ୟାମେରା। ସେତୁର ତଳ, ଉତ୍ତର ପାର୍ଶ୍ୱ ଓ ଉତ୍ତର ପାର୍ଶ୍ୱର ଉପରି ଭାଗରେ ମୋଟ ୬ଟି ସିସିଟିଭି କ୍ୟାମେରା ଲଗାଯାଇଛି।

Advertisment

ଏହାଦ୍ୱାରା ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ସେତୁର ସୁରକ୍ଷା ଲାଗି ବିଏସଏଫ୍ ଯବାନଙ୍କୁ ବିଶେଷ ସହାୟକ ହୋଇ ପାରିବ। ଏଥିସହ ଗୁରୁପ୍ରିୟା ସେତୁରେ ଆଲୋକୀକରଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି।

ସେତୁରେ ୬୦ଟି ଲାଇଟ ଲଗାଯିବା ସହ ଉତ୍ତର ପାର୍ଶ୍ୱରେ ଦୁଇଟି ହାଇମାକ୍ସ ଲାଇଟ ଲଗାଯିବ। ଏଥିପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବାକୁ ଜେଇ ସୁରେଶ ମିଶ୍ର ସୂଚନା ଦେଇଛନ୍ତି। ସେତୁ ଲୋକାର୍ପଣ ହେଲେ ବିଚ୍ଛିନ୍ନାଞ୍ଚଳକୁ ଗମନାଗମନ ପାଇଁ ସୁବିଧା ହେବ।

Advertisment
Gurupriya Setu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ