Advertisment

ତଥ୍ୟ ଯୋଗାଡ଼ ଲାଗି ପୋଲିସ ନେବ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା

ଭୁବନେଶ୍ୱର/ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେବ କ୍ରାଇମ୍‌ବ୍ରାଞ୍ଚ। ପୁଞ୍ଜିଲାଲ୍ ବିରୋଧରେ ତଥ୍ୟ ଯୋଗାଡ଼ ଲାଗି ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ଜବତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ସାଇଣ୍ଟିଫିକ୍ ସଂସ୍ଥାକୁ ପଠାଯିବ। ଜବତ ଚିଠିକୁ ଗାନ୍ଧିନଗର ସ୍ଥିତ ସାଇଣ୍ଟିଫିକ୍ ଲାବ୍‌କୁ ପଠାଯିବ। ଚିଠିକୁ ପୁଞ୍ଜିଲାଲ୍ ଲାପ୍‌ଟପ୍‌ରୁ ଉଡ଼ାଇ ଦେଇଥିବାରୁ ରିଟ୍ରାଇଭ୍ ଲାଗି ପଠାଯାଇଛି। DTDC କୋରିୟର ସଂସ୍ଥାର CCTVରେ ପୁଞ୍ଜିଲାଲ୍‌ର […]

ତଥ୍ୟ ଯୋଗାଡ଼ ଲାଗି ପୋଲିସ ନେବ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା

punjilal

Advertisment

ଭୁବନେଶ୍ୱର/ବଲାଙ୍ଗିର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେବ କ୍ରାଇମ୍‌ବ୍ରାଞ୍ଚ। ପୁଞ୍ଜିଲାଲ୍ ବିରୋଧରେ ତଥ୍ୟ ଯୋଗାଡ଼ ଲାଗି ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

Advertisment

ଜବତ ହୋଇଥିବା ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ସାଇଣ୍ଟିଫିକ୍ ସଂସ୍ଥାକୁ ପଠାଯିବ। ଜବତ ଚିଠିକୁ ଗାନ୍ଧିନଗର ସ୍ଥିତ ସାଇଣ୍ଟିଫିକ୍ ଲାବ୍‌କୁ ପଠାଯିବ। ଚିଠିକୁ ପୁଞ୍ଜିଲାଲ୍ ଲାପ୍‌ଟପ୍‌ରୁ ଉଡ଼ାଇ ଦେଇଥିବାରୁ ରିଟ୍ରାଇଭ୍ ଲାଗି ପଠାଯାଇଛି।

DTDC କୋରିୟର ସଂସ୍ଥାର CCTVରେ ପୁଞ୍ଜିଲାଲ୍‌ର ଫଟୋ ଥିବା ଆଶଙ୍କା କରାଯାଉଛି। CCTVକୁ ଯାଞ୍ଚ ପାଇଁ ଇସ୍ରାଏଲ୍‌ର ଏକ ସଂସ୍ଥାକୁ ପଠାଯିବ। ପଠାଯାଇଥିବା ଚିଠିର ଖାମ୍‌କୁ ଲାଳରେ ବନ୍ଦ କରାଯାଇଥିବା ଆଶଙ୍କା କରାଯାଉଛି। ତେଣୁ ଖାମ୍‌ରେ ଲାଗିଥିବା ଲାଳର ଡିଏନ୍ଏ ଟେଷ୍ଟ ହେବ ବୋଲି କ୍ରାଇମବ୍ରାଞ୍ଚ ପୋଲିସ ସୂତ୍ରରୁ ସୂଚନା ମିଳିଛି।

Advertisment
Bolangir Crime Branch Punjilal Meher Latest Digital Forensic Technology Patnagarh Parcel Bomb Case.
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ