bjd
Advertisment
ଭୁବନେଶ୍ୱର: ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ନିର୍ବାଚନରେ ରଣନୀତି ନେଇ ଅଲୋଚନା ହୋଇଛି।
Advertisment
ଏଥିରେ ୩୧ଟି ସାଂଗଠନିକ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। କେବଳ ପ୍ରଫୁଲ୍ଲ ମଲ୍ଲିକ ଓ ସଞ୍ଜୟ ଦାସବର୍ମା ବୈଠକରେ ଅନୁପସ୍ଥିତ ଥିଲେ।
ଆଗାମୀ ନିର୍ବାଚନରେ ପ୍ରଚାର ପାଇଁ କିଭଳି ହ୍ୱାଟ୍ସଆପ୍ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ବ୍ୟବହାର କରାଯାଇପାରିବ, ତା ଉପରେ ଗୁରୁତ୍ୱ ଦିଆଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjd-1_1626433997.jpg)