Advertisment

ପାନ ଦୋକାନ ସାମ୍ନାରେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

କୋଣାର୍କ: କୋଣାର୍କରେ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। କୋଣାର୍କ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ଗତ ୫ ବର୍ଷ ହେଲା ମହିଳା ଜଣଙ୍କ ଜଗନ୍ନାଥ ମନ୍ଦିର ସାମ୍ନାରେ ରହିଆସୁଥିଲେ। ତେବେ ଆଜି ଭୋରରୁ ତାଙ୍କର ମୃତଦେହ ଏକ ପାନ ଦୋକାନ ସାମ୍ନାରେ ସନ୍ଦେହଜନକ ଭାବେ ପଡିଥିବା ଦେଖିବାକୁ ମିଳିଥିଲା। ମହିଳାଙ୍କ ବେକରେ ରୁମାଲ ବନ୍ଧା ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା […]

ପାନ ଦୋକାନ ସାମ୍ନାରେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

konark

Advertisment

କୋଣାର୍କ: କୋଣାର୍କରେ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ। କୋଣାର୍କ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ଗତ ୫ ବର୍ଷ ହେଲା ମହିଳା ଜଣଙ୍କ ଜଗନ୍ନାଥ ମନ୍ଦିର ସାମ୍ନାରେ ରହିଆସୁଥିଲେ। ତେବେ ଆଜି ଭୋରରୁ ତାଙ୍କର ମୃତଦେହ ଏକ ପାନ ଦୋକାନ ସାମ୍ନାରେ ସନ୍ଦେହଜନକ ଭାବେ ପଡିଥିବା ଦେଖିବାକୁ ମିଳିଥିଲା।

ମହିଳାଙ୍କ ବେକରେ ରୁମାଲ ବନ୍ଧା ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Advertisment
Konark
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ