bank
ନୂଆଦିଲ୍ଲୀ : ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର। କାରଣ ସମୟ ଆଗରୁ ଯଦି ଏହା ନକରନ୍ତି ତ ଅସୁବିଧାରେ ପଡିପାରନ୍ତି। ଚଳିତ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତାହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ମାର୍ଚ୍ଚ ଶେଷ ସପ୍ତାହରେ ୪ଦିନ ଅର୍ଥାତ୍ ୨୯ମାର୍ଚ୍ଚରୁ ଏପ୍ରିଲ ୧ ପର୍ଯ୍ୟନ୍ତ ବ୍ୟାଙ୍କ ସହିତ ସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବ।
ମାର୍ଚ୍ଚ ୨୯ ତାରିଖରେ ଭଗବାନ ମହାବୀର ଜୟନ୍ତୀ, ମାର୍ଚ୍ଚ ୩୦ରେ ଗୁଡ ଫ୍ରାଇଡେ, ୩୧ମାର୍ଚ୍ଚ ବ୍ୟାଙ୍କ କ୍ଲୋଜିଂ ଡେ ଓ ଏପ୍ରିଲ ୧ ରବିବାର ଛୁଟିଦିନ ପଡ଼ୁଥିବା ହେତୁ ବନ୍ଦ ରହିବ। ଏହି ଭିତରେ ଯଦି ନିଜର ଜରୁରୀ କାମ ଶେଷ ନ କଲେ ତ ୪ ଦିନ ଅପେକ୍ଷା କରିବାକୁ ପଡିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bank_1626432593.jpg)