Advertisment

ଆଇପିଏଲ୍ ବେଟିଂ ବେଳେ ସାଢ଼େ ୭ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର : ବ୍ରହ୍ମପୁରରେ ଆଇପିଏଲ ବେଟିଂ ବେଳେ ସାଢ଼େ ୭ ଲକ୍ଷ ଟଙ୍କା ଜବତ। ଏହି ଘଟଣାରେ ପୋଲିସ ତିନି ଜଣ ଦଲାଲଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ବିଟେକ୍ ଛାତ୍ର ଥିବା ପୋଲିସ କହିଛି। ମୋବାଇଲ ଆପ୍ ଜରିଆରେ ଏହି ବେଟିଂ ଚାଲିଥିବା ସୂଚନା ପାଇ ପୋଲିସ ଗତକାଲି ଗେଟ୍ ବଜାର ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରିଥିଲା। ତେବେ ଟଙ୍କା କାରବାର କରୁଥିବା ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ […]

ଆଇପିଏଲ୍ ବେଟିଂ ବେଳେ ସାଢ଼େ ୭ ଲକ୍ଷ ଟଙ୍କା ଜବତ

ipl beting

Advertisment

ବ୍ରହ୍ମପୁର : ବ୍ରହ୍ମପୁରରେ ଆଇପିଏଲ ବେଟିଂ ବେଳେ ସାଢ଼େ ୭ ଲକ୍ଷ ଟଙ୍କା ଜବତ। ଏହି ଘଟଣାରେ ପୋଲିସ ତିନି ଜଣ ଦଲାଲଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ବିଟେକ୍ ଛାତ୍ର ଥିବା ପୋଲିସ କହିଛି।

Advertisment

ମୋବାଇଲ ଆପ୍ ଜରିଆରେ ଏହି ବେଟିଂ ଚାଲିଥିବା ସୂଚନା ପାଇ ପୋଲିସ ଗତକାଲି ଗେଟ୍ ବଜାର ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରିଥିଲା। ତେବେ ଟଙ୍କା କାରବାର କରୁଥିବା ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ। ପୋଲିସ ଖୁବଶୀଘ୍ର ସେମାନଙ୍କୁ ଧରିବ ବୋଲି ସୂଚନା ଦେଇଛି।

Odisha Berhampur IPL Betting Arrested IPL Betting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ