Advertisment

ସିରିୟାରେ ଆମେରିକାର ଆକ୍ରମଣ

ୱାଶିଂଟନ୍‌: ସିରିୟା ଉପରେ ଆମେରିକାର ଯୁଦ୍ଧ ଘୋଷଣା।  ସିରିୟା ରାଜଧାନୀ ଡାମାସ୍‌କସ୍‌ରେ ଆକାଶରୁ ମିସାଇଲ ମାଡ଼ କରିଛି ଆମେରିକାର ଯୁଦ୍ଧ ବିମାନ। ଡାମାସ୍‌କସ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ଦେଶକୁ ସମ୍ବୋଧିତ କରି ସିରିୟା ଉପରେ ଯୁଦ୍ଧ ଘୋଷଣା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ନିକଟରେ ସିରିୟାରେ ହୋଇଥିବା ରାସାୟନିକ ଆକ୍ରମଣର କଡା ଜବାବ ଦେବାକୁ ଏହି ସୈନ୍ୟ ଅଭିଯାନ ଆରମ୍ଭ କରିଛି ଆମେରିକା। ସିରିୟା ଉପରେ ଆମେରିକାର ଏହି  ଆକ୍ରମଣରେ ବ୍ରିଟେନ […]

ସିରିୟାରେ ଆମେରିକାର ଆକ୍ରମଣ

america attack on syria

Advertisment

ୱାଶିଂଟନ୍‌: ସିରିୟା ଉପରେ ଆମେରିକାର ଯୁଦ୍ଧ ଘୋଷଣା।  ସିରିୟା ରାଜଧାନୀ ଡାମାସ୍‌କସ୍‌ରେ ଆକାଶରୁ ମିସାଇଲ ମାଡ଼ କରିଛି ଆମେରିକାର ଯୁଦ୍ଧ ବିମାନ। ଡାମାସ୍‌କସ୍‌ରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି।

Advertisment

ଦେଶକୁ ସମ୍ବୋଧିତ କରି ସିରିୟା ଉପରେ ଯୁଦ୍ଧ ଘୋଷଣା ନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।  ନିକଟରେ ସିରିୟାରେ ହୋଇଥିବା ରାସାୟନିକ ଆକ୍ରମଣର କଡା ଜବାବ ଦେବାକୁ ଏହି ସୈନ୍ୟ ଅଭିଯାନ ଆରମ୍ଭ କରିଛି ଆମେରିକା।

ସିରିୟା ଉପରେ ଆମେରିକାର ଏହି  ଆକ୍ରମଣରେ ବ୍ରିଟେନ ଏବଂ ଫ୍ରାନ୍ସ ମଧ୍ୟ ସାମିଲ ହୋଇଛନ୍ତି।  ଆକ୍ରମଣ ନେଇ ବ୍ରିଟେନ ଏବଂ ଫ୍ରାନ୍ସର ସହମତି ପରେ ଏହି ଆକ୍ରମଣ କରାଯାଇଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।

Advertisment

ସିରିୟାରେ ରାସାୟନିକ ଆକ୍ରମଣ ପରେ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ରୋକିବାରେ ବିଫଳତାର ଏହି ପ୍ରତ୍ୟକ୍ଷ ପରିଣାମ ବୋଲି କହିଛନ୍ତି ଟ୍ରମ୍ପ।

Donald Trump France Syria
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ