representational image
Advertisment
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ନାବାଳିକାଙ୍କୁ ଟିଉସନ୍ ସାର୍ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନିକିରେଇ ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକା ସହ ଟିଉସନ୍ ସାର୍ ଦୁଷ୍କର୍ମ କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
Advertisment
ଘଟଣା ଜଣାପଡ଼ିବା ପରେ ଗତରାତିରେ ଗାଁଲୋକେ ଅଭିଯୁକ୍ତ ଟିଉସନ୍ ସାର୍ ଗଣେଶ ନାୟକଙ୍କୁ ଅଟକ ରଖିଥିଲେ। ଏହାପରେ ଗଣେଶଙ୍କୁ ପୋଲିସରେ ଜିମା ଦିଆଯାଇଥିଲା। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/minor-girl-rape22_1626504910.jpg)