Advertisment

ନଗଡ଼ାରୁ ୫ ଶିଶୁ ଶ୍ରମିକ ଉଦ୍ଧାର

ଯାଜପୁର: ଅପପୁଷ୍ଟି ପାଇଁ କୁଖ୍ୟାତ ନଗଡ଼ା ପିଲା ଏବେ ଶିଶୁ ଶ୍ରମିକ।  ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିଆପାଳ ପଞ୍ଚାୟତର ଚର୍ଚ୍ଚିତ ଗାଁ ନଗଡ଼ା। ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଏକ ଟାକ୍ସଫୋର୍ସ ଟିମ୍ ନଗଡ଼ା ଅଞ୍ଚଳରେ ଚଢାଉ କରିଥିଲା।  ଚଢାଉରେ ସ୍ଥାନୀୟ କାଳିଆପାଣି ଥାନା ପୋଲିସ ମଧ୍ୟ ସାମିଲ ଥିଲା।  ଟିମ୍ ଉଢାଉ କରି ଉପର ନଗଡ଼ା ଓ ତଳ ନଗଡ଼ାରୁ ୫ଜଣ ଶିଶୁ ଶ୍ରମିକ ଉଦ୍ଧାର […]

ନଗଡ଼ାରୁ ୫ ଶିଶୁ ଶ୍ରମିକ ଉଦ୍ଧାର

Nagada

Advertisment

ଯାଜପୁର: ଅପପୁଷ୍ଟି ପାଇଁ କୁଖ୍ୟାତ ନଗଡ଼ା ପିଲା ଏବେ ଶିଶୁ ଶ୍ରମିକ।  ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିଆପାଳ ପଞ୍ଚାୟତର ଚର୍ଚ୍ଚିତ ଗାଁ ନଗଡ଼ା।

Advertisment

ଗତକାଲି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଏକ ଟାକ୍ସଫୋର୍ସ ଟିମ୍ ନଗଡ଼ା ଅଞ୍ଚଳରେ ଚଢାଉ କରିଥିଲା।  ଚଢାଉରେ ସ୍ଥାନୀୟ କାଳିଆପାଣି ଥାନା ପୋଲିସ ମଧ୍ୟ ସାମିଲ ଥିଲା।  ଟିମ୍ ଉଢାଉ କରି ଉପର ନଗଡ଼ା ଓ ତଳ ନଗଡ଼ାରୁ ୫ଜଣ ଶିଶୁ ଶ୍ରମିକ ଉଦ୍ଧାର କରିଛି।

ନଗଡ଼ାରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ ଏହି ଶିଶୁ ଶ୍ରମିକ।  ଠିକାଦାରଙ୍କ ପାଖରେ ନିର୍ମାଣ କାର୍ଯ୍ୟ ଏବଂ ବନ ବିଭାଗ ଦ୍ୱାରା ନିଆଁ ଲିଭା କାର୍ଯ୍ୟରେ ଏମାନେ ନିୟୋଜିତ ଥିଲେ।  ଉଦ୍ଧାର ଶିଶୁମାନଙ୍କୁ ଡାକ୍ତରଖାନାରେ ସ୍ୱାସ୍ଥ୍ୟଗତ ଯାଞ୍ଚ ପରେ ଜିଲ୍ଲା ସିଡବ୍ଲ୍ୟୁସିକୁ ସ୍ଥାନାନ୍ତର କରାଯାଇଛି।

Advertisment
Jajpur Nagada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ