mayurbhanja
Advertisment
ମୟୂରଭଂଜ : ମୟୂରଭଂଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବରଭି କିରିକିଚିଆ ଅଙ୍ଗନୱାଡି କେନ୍ଦ୍ରର ପିଣ୍ଡାରୁ ଏକ ୩ ମାସର ଶିଶୁକନ୍ୟା ଉଦ୍ଧାର। ଶିଶୁଙ୍କୁ ଉଦ୍ଧାର କରିବା ପରେ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦେଇଥିଲେ ଲୋକେ।
Advertisment
ଆଶାକର୍ମୀଙ୍କ ସହାୟତାରେ ଶିଶୁକୁ ସ୍ଥାନୀୟ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ଶିଶୁକନ୍ୟା ମାନସିକ ସ୍ଥିତି ହରାଇଥିବା ଜଣେ ଦିବ୍ୟାଙ୍କ ମହିଳାଙ୍କର ବୋଲି ଆଶାକର୍ମୀ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ମହିଳାଙ୍କର ସ୍ୱାମୀ ମେଡିକାଲ ଯାଇ ଉଦ୍ଧାର ଶିଶୁକୁ ଘରକୁ ନେଇଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mayurbhanja_1626437723.jpg)