Advertisment

୩ ଭଉଣୀ ଜୀବନ୍ତ ଦଗ୍ଧ, ଆତ୍ମହତ୍ୟା ସନ୍ଦେହ

ମାଲକାନଗିରି: ମାଲକାନଗିରିରେ ଅଭାବନୀୟ ଘଟଣା। ଜଗନ୍ନାଥ ମନ୍ଦିର ପାଖରେ ଜଳୁଥିବା ଏକ ଘରୁ ୩ ଭଉଣୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଉଦ୍ଧାର ବେଳେ ଘର ଭିତର ପଟୁ ବନ୍ଦ ରହିଥିଲା।  ଘରେ ନିଆଁ ଲାଗିଥିବା ଜାଣିପାରି ସ୍ଥାନୀୟ ଲୋକେ ଦମକଳକୁ ଖବର ଦେଇଥିଲେ।  ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲେ। ଘର ଭିତର ପଟୁ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ […]

୩ ଭଉଣୀ ଜୀବନ୍ତ ଦଗ୍ଧ, ଆତ୍ମହତ୍ୟା ସନ୍ଦେହ

fire mishap

Advertisment

ମାଲକାନଗିରି: ମାଲକାନଗିରିରେ ଅଭାବନୀୟ ଘଟଣା। ଜଗନ୍ନାଥ ମନ୍ଦିର ପାଖରେ ଜଳୁଥିବା ଏକ ଘରୁ ୩ ଭଉଣୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ମୃତଦେହ ଉଦ୍ଧାର ବେଳେ ଘର ଭିତର ପଟୁ ବନ୍ଦ ରହିଥିଲା।  ଘରେ ନିଆଁ ଲାଗିଥିବା ଜାଣିପାରି ସ୍ଥାନୀୟ ଲୋକେ ଦମକଳକୁ ଖବର ଦେଇଥିଲେ।  ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସ ସହାୟତାରେ ମୃତଦେହକୁ ଉଦ୍ଧାର କରିଥିଲେ।

ଘର ଭିତର ପଟୁ ବନ୍ଦ ଥିବାରୁ ଏହା ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି।  ତାସହ ୧୦ ଦିନ ତଳେ ଯୁବତୀମାନଙ୍କ ବାପାଙ୍କ ମୃତ୍ୟୁ ହୋଇଥିବାରୁ ସେମାନେ ଚିନ୍ତାଗ୍ରସ୍ତ ଥିଲେ ବୋଲି କୁହାଯାଉଛି।  ତେବେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

Advertisment
Malkangiri Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ