Advertisment

ରାସ୍ତାକଡ଼ରେ ଅଜଣା ସାମଗ୍ରୀ ଦେଖିଲା ବେଳେ ବିସ୍ଫୋରଣ: ୩ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟର ମୁଣ୍ଡିବେଡ଼ା ବେନାସ ଗାଁ ନିକଟରେ ଘଟିଛି ବିସ୍ଫୋରଣ। ଏଥିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକମାନଙ୍କ ଘର ରାଇଘର ଲାଲମାଟି ଗାଁରେ। ପ୍ରତିଦିନ ଏମାନେ ସମସ୍ତେ ଟ୍ରାକ୍ଟରରେ କାମ କରିବାକୁ ଯାଆନ୍ତି। କାଲି ବି ଏମାନେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ରାସ୍ତାକଡ଼ରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ। ସେମାନେ ଟ୍ରାକ୍ଟରରୁ ଓହ୍ଲାଇ କ’ଣ ପଡ଼ିଛି ବୋଲି ଦେଖିବା ବେଳେ ହଠାତ୍ […]

ରାସ୍ତାକଡ଼ରେ ଅଜଣା ସାମଗ୍ରୀ ଦେଖିଲା ବେଳେ ବିସ୍ଫୋରଣ: ୩ ମୃତ

bomb blast

Advertisment

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟର ମୁଣ୍ଡିବେଡ଼ା ବେନାସ ଗାଁ ନିକଟରେ ଘଟିଛି ବିସ୍ଫୋରଣ। ଏଥିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକମାନଙ୍କ ଘର ରାଇଘର ଲାଲମାଟି ଗାଁରେ।

Advertisment

ପ୍ରତିଦିନ ଏମାନେ ସମସ୍ତେ ଟ୍ରାକ୍ଟରରେ କାମ କରିବାକୁ ଯାଆନ୍ତି। କାଲି ବି ଏମାନେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ରାସ୍ତାକଡ଼ରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ।

ସେମାନେ ଟ୍ରାକ୍ଟରରୁ ଓହ୍ଲାଇ କ’ଣ ପଡ଼ିଛି ବୋଲି ଦେଖିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରକ ଲ୍ୟାଣ୍ଡମାଇନ ନା ଅନ୍ୟ କିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି। ପୋଲିସ ଘଟଣାର ତଦନ୍ତ କରୁଛି।

Advertisment
Tractor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ