Advertisment

ଭାଲୁ ଆକ୍ରମଣରେ ୩ଜଣ ମୃତ

କେନ୍ଦୁଝର: କେନ୍ଦୁଝରରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ଖାଡ଼ଇାଡ଼ିହା ଗାଁ ଭାଲୁପାହାଡ଼ି ସାହିର ନବକିଶୋର ନାଏକଙ୍କୁ ଭାଲୁ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଆକ୍ରମଣରେ ଗୁରୁତର ହୋଇଥିବା ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ନବକିଶୋର ନାଏକ ବଗିଚାକୁ ଯାଇଥିବା ବେଳେ ଭାଲୁ ସହ ମୁହାଁମୁହିଁ ହୋଇଥିଲେ। ଭାଲୁ କବଳରୁ ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନବକିଶୋରଙ୍କ ଦୁଇ ପୁଅ ପରମାନନ୍ଦ ଓ ଚନ୍ଦ୍ରଭାନୁ ମଧ୍ୟ ଆହତ ହୋଇଛନ୍ତି। […]

ଭାଲୁ ଆକ୍ରମଣରେ ୩ଜଣ ମୃତ

bear attack

Advertisment

କେନ୍ଦୁଝର: କେନ୍ଦୁଝରରେ ଭାଲୁ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ଖାଡ଼ଇାଡ଼ିହା ଗାଁ ଭାଲୁପାହାଡ଼ି ସାହିର ନବକିଶୋର ନାଏକଙ୍କୁ ଭାଲୁ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଆକ୍ରମଣରେ ଗୁରୁତର ହୋଇଥିବା ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଆଜି ସକାଳେ ନବକିଶୋର ନାଏକ ବଗିଚାକୁ ଯାଇଥିବା ବେଳେ ଭାଲୁ ସହ ମୁହାଁମୁହିଁ ହୋଇଥିଲେ। ଭାଲୁ କବଳରୁ ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନବକିଶୋରଙ୍କ ଦୁଇ ପୁଅ ପରମାନନ୍ଦ ଓ ଚନ୍ଦ୍ରଭାନୁ ମଧ୍ୟ ଆହତ ହୋଇଛନ୍ତି।

ଭାଲୁ ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଭାଲୁ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

Advertisment

ଖବର ପାଇ ବନବିଭାଗ ପକ୍ଷରୁ ଭାଲୁକୁ ଧରିବାକୁ ଉଦ୍ୟମ କରିବା ବେଳେ ଜଣେ ବନକର୍ମଚାରୀଙ୍କ ସହ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଏହା ପରେ ଉତ୍ୟକ୍ତ ଲୋକେ ଭାଲୁଟିକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।

Keonjhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ