bus accident
Advertisment
ଭବାନୀପାଟଣା: ଭବାନୀପାଟଣାରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏନଏଚ୍ ୨୬ ଲାଲପୋଲିଆ ପୋଲରୁ ରୁ ପ୍ରାୟ ୩୦ ଫୁଟ ତଳକୁ ଏକ ବସ୍ ଖସି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।
Advertisment
ମୃତକଙ୍କ ମଧ୍ୟରେ ବସ୍ କଣ୍ଡକ୍ଟରଙ୍କ ସହ ଜଣେ ଶିଶୁ ଅଛନ୍ତି। ଦୁର୍ଘଟଣାରେ ୩୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ମାଣିକେଶ୍ୱରୀ ଟ୍ରାଭେଲ୍ସ ବସ୍ ଭାରସାମ୍ୟ ହରାଇ ଲାଲପୋଲିଆ ପୋଲରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲା। ମାଣିକେଶ୍ୱରୀ ବସ୍ଟି ଭୁବନେଶ୍ୱରରୁ ଭବାନୀପାଟଣା ଯାଉଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bus-11_1626498932.jpg)