Advertisment

ଯୁବ ବିଜେଡି ସଭାପତି ହତ୍ୟା ମାମଲାରେ ୨ ଗିରଫ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ଢେଙ୍କାନାଳ ଏସ୍‌ପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ବୋଲି ସୂଚନା ମିଳିଛି। କାମାକ୍ଷାନଗର ବଜାରରେ ୪ରୁ ଅଧିକ ଦୁର୍ବୃତ୍ତ ଏକ ଚୋରା ବୋଲେରୋ ଗାଡ଼ିରେ ଆସି ଯଶୋବନ୍ତଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

ଯୁବ ବିଜେଡି ସଭାପତି ହତ୍ୟା ମାମଲାରେ ୨ ଗିରଫ

bjd

Advertisment

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ହତ୍ୟା ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଏନେଇ ଢେଙ୍କାନାଳ ଏସ୍‌ପି ସୂଚନା ଦେଇଛନ୍ତି।

Advertisment

ଗିରଫ ଅଭିଯୁକ୍ତମାନେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ବୋଲି ସୂଚନା ମିଳିଛି। କାମାକ୍ଷାନଗର ବଜାରରେ ୪ରୁ ଅଧିକ ଦୁର୍ବୃତ୍ତ ଏକ ଚୋରା ବୋଲେରୋ ଗାଡ଼ିରେ ଆସି ଯଶୋବନ୍ତଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।

ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ ଜବତ କରିବା ସହ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

Advertisment
Dhenkanal Jashobant Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ