Advertisment

ଦାରିଙ୍ଗବାଡ଼ିରେ ୧୨ ଘଣ୍ଟିଆ ବନ୍ଦ ପାଳନ

କନ୍ଧମାଳ: ଦାରିଙ୍ଗବାଡ଼ିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ଦୁର୍ଗାମଣ୍ଡପ ଉଚ୍ଛେଦ ପ୍ରତିବାଦରେ ଗ୍ରାମ୍ୟ ହିନ୍ଦୁ ଦେବୋତ୍ତର କମିଟି ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ପ୍ରଶାସନର ଦାରିଙ୍ଗବାଡ଼ି ଚାରି ଛକଠାରେ ଥିବା ଦୁର୍ଗା ମଣ୍ଡପକୁ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ଓ  ଗାଡ଼ି ଚଳାଚଳ ବନ୍ଦ ରହିଛି।

ଦାରିଙ୍ଗବାଡ଼ିରେ ୧୨ ଘଣ୍ଟିଆ ବନ୍ଦ ପାଳନ

daringabadi

Advertisment

କନ୍ଧମାଳ: ଦାରିଙ୍ଗବାଡ଼ିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ଦୁର୍ଗାମଣ୍ଡପ ଉଚ୍ଛେଦ ପ୍ରତିବାଦରେ ଗ୍ରାମ୍ୟ ହିନ୍ଦୁ ଦେବୋତ୍ତର କମିଟି ଆହ୍ୱାନ କ୍ରମେ ଆଜି ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।

Advertisment

ଜିଲ୍ଲା ପ୍ରଶାସନର ଦାରିଙ୍ଗବାଡ଼ି ଚାରି ଛକଠାରେ ଥିବା ଦୁର୍ଗା ମଣ୍ଡପକୁ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦାରିଙ୍ଗବାଡ଼ିର ସମସ୍ତ ଦୋକାନ ବଜାର ଓ  ଗାଡ଼ି ଚଳାଚଳ ବନ୍ଦ ରହିଛି।

Kandhamal Daringabadi Daringabadi Bandh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ