୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ସହରାଞ୍ଚଳରେ ସର୍ବାଧିକ ସଂଖ୍ୟାରେ ଚାକିରି ଆଶାୟୀ ଚାକିରି ଅନୁସନ୍ଧାନ କରିଥିବା ବେଳେ ସେହି ଅନୁପାତରେ ଚାକିରି ଆଶାୟୀମାନେ କର୍ମ ନିଯୁକ୍ତି ମଧ୍ୟ ପାଇବାରେ ସଫଳ ହୋଇଛନ୍ତି।