• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tom Cruise

Tom Cruise meets with brad pitt after 24 years
Hollywood: ଏକାଠି ହେଲେ ଟମ୍ କ୍ରୁଜ୍-ବ୍ରାଡ୍ ପିଟ୍‌; ସନ୍ଦେହରେ ଦର୍ଶକ; ହେବ କି ବଡ ଧମାକା

୨୪ ବର୍ଷ ପରେ ଏକାଠି ହେଲେ ଟମ୍ କ୍ରୁଜ୍ ଓ ବ୍ରାଡ୍ ପିଟ୍‌। ଏହାର ଫଟୋ ଟମ୍ କ୍ରୁଜ୍ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହା ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ନେଟିଜେନମାନେ ମଧ୍ୟ ସେମାନଙ୍କୁ ଏକାଠି ଦେଖି ବହୁତ ଉତ୍ସାହିତ ହୋଇଯାଇଛନ୍ତି।

Tom Cruise surprised everyone
Tom Cruise surprised everyone: ଫିଲ୍ମରେ ଟମ୍ କ୍ରୁଜଙ୍କ ଷ୍ଟଣ୍ଟ୍ , ପାଣିରେ ୬ମିନିଟ ପାଇଁ ବନ୍ଦ କଲେ ନିଶ୍ବାସ

ଚର୍ଚ୍ଚାରେ ମିଶନ ଇମ୍ପସିବଲ୍ ଷ୍ଟାର ଟମ୍ କ୍ରୁଜ୍ । ଫିଲ୍ମର ଏକ ଷ୍ଟଣ୍ଟରେ ୬ ମିନିଟ ୬ ସେକେଣ୍ଡ ପାଇଁ ନିଶ୍ବାସ ବନ୍ଦ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ସାଧାରଣତଃ ୧୦ରୁ ୧୫ ସେକେଣ୍ଡ ଯାଏ ଜଣେ ମଣିଷ ନିଜର ନିଶ୍ବାସ ଅଟକାଇ ପାରିବ ।