• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Success Story Of Divyang

ଦିବ୍ୟାଙ୍ଗ ଗଣେଶଙ୍କ କାହାଣୀ
Differently Abled: ଶରୀର ସିନା ସାଥ୍ ଦେଉନି, ମନ କିନ୍ତୁ ସାଥ୍ ଦେଉଛି...ଦଶ ପ୍ରାଣୀ କୁଟୁମ୍ବଙ୍କ ସାହା ଏବେ ଗଣେଶ

ଗଣେଶ ମହାଳିକ। ଭଦ୍ରକ ଜିଲ୍ଳାର ଚାନ୍ଦବାଲି ଏନ୍ ଏ ସିର ୧୧ ୱାର୍ଡର ୩୧ ବର୍ଷର ଭିନ୍ନକ୍ଷମ ଯୁବକ। ସେ ନିଜର ଶାରୀରିକ ଭିନ୍ନକ୍ଷମତା ସତ୍ତ୍ୱେ ପରିବାର ପ୍ରତିପୋଷଣ ଓ ରୋଜଗାର ସୃଷ୍ଟି ପାଇଁ ଦୃଢ଼ ସଙ୍କଳ୍ପବଦ୍ଧ। ଗଣେଶ ଏବେ ଟ୍ରଲି ଟାଣି ବହୁ କଷ୍ଟରେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି ।

Success Story of Balangir Divyang Girl Payal Nag
Success Story: ଦିନେ ଦାଦନ ଯାଇଥିଲେ, ହାତଗୋଡ଼ କଟା ଯାଇଥିଲା, ଏବେ ଜାତୀୟ ରେକର୍ଡ କରି ସମସ୍ତଙ୍କୁ ଚକିତ କଲେ

କୁନି ବୟସରେ ସେ ବାପା ମାଆଙ୍କ ସହ ବାହାର ରାଜ୍ୟକୁ ଯାଇଥିଲା ଦାଦନ ଖଟି। ସେଠି ଇଲେକ୍ଟ୍ରି ସକ୍ ଖାଇ ତା ହାତଗୋଡ଼ ହରାଇଲା। କିନ୍ତୁ ଜଣେ ଜିଲ୍ଲା କଲେକ୍ଟର ତା ଜୀବନ ବଦଳାଇ ଦେଲେ। ଝିଆଟି ଆଜି ଜାତୀୟ ରେକର୍ଡ ସୃଷ୍ଟି କରିଛି।