‘ପୁଷ୍ପା ୨’ ବର୍ତ୍ତମାନ ସମୟ ପାଇଁ ସବୁ ଫିଲ୍ମକୁ ପଛରେ ପକାଇ ସବୁଠାରୁ ବଡ ଓପନିଂ ଫିଲ୍ମ ହୋଇପାରିଛି। ଏହା ଶାହରୁଖ ଖାନ୍ଙ୍କ ‘ଯବାନ’କୁ ମଧ୍ୟ ପଛରେ ପକେଇଦେଇଛି। ଫିଲ୍ମର ପ୍ରଥମ ଦିନର ରୋଜଗାର ଜାଣିଲେ ଆପଣ ବିଶ୍ୱାସ କରିପାରିବେନି।
‘ପୁଷ୍ପା ୨’ ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଯେଉଁଥିରେ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଭାରତର ପ୍ରାୟ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକେଇଦେଇଛି।
ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ 'ପୁଷ୍ପା ୨' ଚଳିତ ବର୍ଷର ଅଲ୍ ଟାଇମ୍ ବ୍ଲକ୍ବଷ୍ଟର୍ ଫିଲ୍ମ ହେବାକୁ ଯାଉଛି। କେବଳ ଫିଲ୍ମର କାହାଣୀ ନୁହେଁ, ଗୀତ ଏବଂ ସଂଳାପଗୁଡ଼ିକ ଏପରି ହୋଇଛି ହଲ୍ରେ ଆପଣ ବିନା କରତାଳିରେ ରହିପାରିବେ ନାହିଁ।
‘ପୁଷ୍ପା ୨’ ଡିସେମ୍ବର ୦୫ରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି। ଯେଉଁମାନେ ଏହାର 3d ଭର୍ସନ୍ ଦେଖିବାକୁ ପ୍ଲାନ କରିଥିଲେ ସେମାନଙ୍କ ପାଇଁ ଖରାପ ଖବର ଆସିଛି।
ଫିଲ୍ମ 'ପୁଷ୍ପା ୨' ରିଲିଜ ହେବା ପୂର୍ବରୁ ସାଉଥ୍ ସୁପର୍ଷ୍ଟାର୍ ଅଲୁ ଅର୍ଜୁନଙ୍କ ବିରୋଧରେ ଅଭିଯୋଗ ଆସିଛି। ନିକଟରେ ମୁମ୍ବାଇରେ ଏକ ପ୍ରମୋସନାଲ ଇଭେଣ୍ଟ୍ ସମୟରେ ଅଲୁ ଅର୍ଜୁନ ତାଙ୍କ ପ୍ରଶଂସକଙ୍କୁ 'ଆର୍ମି' ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିପାଇଁ ଜଣେ ବ୍ୟକ୍ତିଙ୍କ ଦ୍ୱାରା ମାମଲା ରୁଜୁ ହୋଇଛି।
'ପୁଷ୍ପା ୨: ଦି ରୁଲ୍' ଡିସେମ୍ବର ୫ରେ ମୁକ୍ତିଲାଭ କରିବ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଆଡ୍ଭାନ୍ସ ବୁକିଂ ଖୋଲିବାକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଦୁଇ ରାଜ୍ୟ ସରକାର ଏକ ଆଦେଶ ଜାରି କରିଛନ୍ତି ଯେଉଁଥିରେ ଏହି ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଦର୍ଶକଙ୍କ ଉତ୍ସାହ ଏବଂ ରୋମାଞ୍ଚ୍ ମଧ୍ୟରେ 'ପୁଷ୍ପା ୨’ ର ନୂଆ ଗୀତ 'କିସ୍ ଇକ୍' ମୁକ୍ତିଲାଭ କରିଛି। ଜାତୀୟ ପୁରସ୍କାର ବିଜେତା ଅଲୁ ଅର୍ଜୁନ ଏବଂ ଶ୍ରୀଲୀଲାଙ୍କ ଯୋଡି ସେମାନଙ୍କର ଶକ୍ତିଶାଳୀ ପ୍ରଦର୍ଶନ ସହିତ ମଞ୍ଚରେ ଆଲୋଡ଼ନ ସୃଷ୍ଟି କରିଛନ୍ତି।
ଆସିଲା 'କାନ୍ତାରା: ଚାପ୍ଟର ୧'କୁ ନେଇ ଦୁଃଖ ଖବର। ଫିଲ୍ମ ଷ୍ଟାର୍ମାନଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ଓଲଟି ପଡ଼ିଛି। ଏଥିରେ ଫିଲ୍ମର ୨୦ ଜଣ କଳାକାର ଥିଲେ, ସେଥିମଧ୍ୟରୁ ୬ଜଣ ଜୁନିଅର ଅଭିନେତା ଆହତ ହୋଇଛନ୍ତି।
'ପୁଷ୍ପା-୨' ରିଲିଜ୍ ପାଇଁ ଆଉ ବେଶୀ ଦିନ ବାକି ନାହିଁ। ଏହି ଫିଲ୍ମ ଆସନ୍ତା ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଫିଲ୍ମକୁ ଅପେକ୍ଷା କରିଥିବା ପ୍ରଶଂସକମାନଙ୍କୁ ସର୍ପ୍ରାଇଜ୍ ମିଳିବାକୁ ଯାଉଛି।
'ପୁଷ୍ପା ୨'ର ଟ୍ରେଲର ଲଞ୍ଚ୍ ବେଳେ ଖୁବ୍ ଭିଡ ହୋଇଥିଲା। ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକାଙ୍କ ପ୍ରଶଂସକମାନେ ଟ୍ରେଲର ଦେଖିବା ପାଇଁ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। କିନ୍ତୁ ପ୍ରଶଂସକଙ୍କ ଠାରୁ ସେ ପାଇଥିବା ପ୍ରେମ ମଧ୍ୟରେ ଅଲ୍ଲୁ ଅର୍ଜୁନ ବିହାରର ଲୋକଙ୍କୁ କ୍ଷମା ମାଗିଛନ୍ତି। କାହିଁକି ଜାଣନ୍ତୁ…
ଫିଲ୍ମ 'କଙ୍ଗୁଭା' ବକ୍ସ ଅଫିସରେ ବିଫଳ ହୋଇଥିବା ଜଣାପଡିଛି। ତିନି ଦିନ ମଧ୍ୟରେ ଫିଲ୍ମ ସେମିତି କିଛି କରିପାରିନି ଯେମିତି ଆଶା କରାଯାଉଥିଲା। ତେବେ ଆସନ୍ତୁ ୩ ଦିନରେ ସାରା ଦେଶରେ ଫିଲ୍ମ କେତେ କୋଟି ରୋଜଗାର କରିଛି ସେ ବିଷୟରେ ଜାଣିବା।
'କଙ୍ଗୁଭା' ପ୍ରେକ୍ଷାଳୟକୁ ଆସିଛି। ୨୦୨୪ ବର୍ଷର ଏହା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ତେବେ ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସ୍ରେ ଆଶା କରାଯାଉଥିବା ରୋଜଗାର ଠାରୁ ଏହା କମ୍ ଆୟ କରିଛି।
'କଙ୍ଗୁଭା'କୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ ହାଇପ୍ ରହିଛି। ବର୍ତ୍ତମାନ ଫିଲ୍ମଟି ଆଡ୍ଭାନ୍ସ ବୁକିଂରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ପ୍ରଥମ ଦିନରେ ଫିଲ୍ମ ଦେଖିବା ପାଇଁ ଲୋକମାନେ ଉତ୍ସାହର ସହିତ ଟିକେଟ୍ କିଣୁଛନ୍ତି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' ଆଗୁଆ ବୁକିଂରେ କୋଟି କୋଟି ଟଙ୍କା ରୋଜଗାର କରିଛି।
ବହୁ ପ୍ରତୀକ୍ଷିତ ଫିଲ୍ମ ‘କଙ୍ଗୁଭା’ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ୩ ଦିନ ପୂର୍ବରୁ ଏହାର ଏକ ଚମତ୍କାର ଟ୍ରେଲର ମୁକ୍ତିଲାଭ କରିଛି, ଯାହା ସୂର୍ଯ୍ୟାଙ୍କ ପ୍ରଶଂସକଙ୍କୁ ଦମଦାର ମନୋରଞ୍ଜନ ଏବଂ ଆକ୍ସନ୍ ଦେଖେଇବାର ପ୍ରମାଣ ଦେଇଛି।
ବବି ଦେଓଲ୍ ପୁଣି ଥରେ ଭୟଙ୍କର ଖଳନାୟନ ହୋଇ 'କଙ୍ଗୁଭା'ରେ ଦର୍ଶକଙ୍କ ମନରେ କ୍ରୋଧ ସୃଷ୍ଟିକରିବାକୁ ପ୍ରସ୍ତୁତ। ଏହି ଫିଲ୍ମ ଦେଶ ତଥା ବିଦେଶର ପ୍ରେକ୍ଷାଳୟରେ ଏକ ବଡ଼ ହିଟ୍ ହୋଇପାରେ ବୋଲି ଆଶା କରାଯାଏ। ଏହା ୧୦,୦୦୦ ପରଦାରେ ଗ୍ଲୋବାଲ୍ ରିଲିଜ୍ ମାଧ୍ୟମରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିବାକୁ ଯାଉଛି।
‘ଦେବରା ପାର୍ଟ ୧’ ବର୍ତ୍ତମାନ OTT ରେ ରିଲିଜ୍ ହୋଇଛି। Jr NTR ଏବଂ ଜାହ୍ନଭୀ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ହିଟ୍ ହୋଇଥିଲା ଏବଂ ବର୍ତ୍ତମାନ ଏହା OTT ପ୍ଲାଟଫର୍ମ ନେଟ୍ଫ୍ଲିକ୍ସରେ ଏହା ରିଲିଜ୍ ହୋଇଛି।
‘କଙ୍ଗୁଭା’ର ମ୍ୟୁଜିକ୍ ଲଞ୍ଚ୍ରେ ସୁପର୍ଷ୍ଟାର୍ ରଜନୀକାନ୍ତ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ‘କଙ୍ଗୁଭା’ ତାଙ୍କ ପାଇଁ ତିଆରି ହୋଇଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ସେ ନିର୍ଦ୍ଦେଶକ ଶିବାଙ୍କୁ ଏକ ପିରିୟଡ୍ ଡ୍ରାମା ଲେଖିବାକୁ କହିଥିଲେ।
‘ପୁଷ୍ପା ୨’ ଫିଲ୍ମକୁ ନେଇ ଉତ୍ସାହ ଦିନକୁ ଦିନ ବଢୁଥିବାବେଳେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ରେକର୍ଡ ଭାଙ୍ଗିବା ଆରମ୍ଭ କରିଛି। ଏହା ସମୁଦାୟ ୧୦୮୫ କୋଟି ଟଙ୍କା ପ୍ରି-ରିଲିଜ୍ ଆୟ କରିଛି।
ଶାହରୁଖ ଖାନ, ସଲମାନ ଖାନ, ଆମୀର ଖାନ, ହ୍ରିତିକ ରୋଶନ ଏବଂ ଅକ୍ଷୟ କୁମାରଙ୍କ ଭଳି ବଲିଉଡ୍ ସୁପରଷ୍ଟାର ଯାହା କରିପାରି ନାହାଁନ୍ତି, ତାହା ଅଲୁ ଅର୍ଜୁନ କରି ଦେଖେଇଛନ୍ତି। ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ୯୨୦ କୋଟି ଟଙ୍କା ରୋଜଗାର କରିଛି।
ଲାଗୁଛି ୨୦୨୫ ଏକ ଧମାକାଦାର ଆରମ୍ଭ ହେବାକୁ ଯାଉଛି। ଏହା ଆମେ କହୁନାହୁଁ ବରଂ କିଛି ସମୟ ପୂର୍ବରୁ ନିର୍ମାତା ରିଲିଜ୍ କରିଥିବା ସାଉଥ୍ ମେଗାଷ୍ଟାରଙ୍କ ଆଗାମୀ ଫିଲ୍ମ ‘ବିଶ୍ୱମ୍ଭରା’ର ଟିଜର୍ କହୁଛି। ଏହି ଫିଲ୍ମରେ ସୁପର୍ଷ୍ଟାର୍ ଚିରଞ୍ଜୀବୀଙ୍କ ଏକ ଚମତ୍କାର ଅବତାର ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଅଭିନେତା ଜୁନିଅର ଏନ୍ଟିଆର୍ଙ୍କ କୁଶପୁତଳିକା ଦାହ କରାଯାଉଥିବା ଦେଖାଯାଏ। ଏହି ଭାଇରାଲ ଭିଡିଓରେ କୁହାଯାଇଛି ଯେ ଜୁନିଅର ଏନ୍ଟିଆର୍ଙ୍କ ପ୍ରଶଂସକମାନେ ହାଇଦ୍ରାବାଦର ଥିଏଟର ବାହାରେ ତାଙ୍କ କଟ୍ଆଉଟ୍କୁ ପୋଡି ଦେଇଛନ୍ତି।
ପୋଷ୍ଟ ପ୍ରଡକ୍ସନ୍ରେ ବିଳମ୍ବ ହେତୁ ‘ପୁଷ୍ପା ୨’ର ରିଲିଜ୍ ତାରିଖ ଡିସେମ୍ବର ୬କୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମର ଅନେକ ସିନ୍ ପୁନଃ-ସୁଟିଂ କରାଯାଉଛି। ଏହାରି ଭିତରେ ଏହି ଅଷ୍ଟ୍ରେଲୀୟ କ୍ରିକେଟର ‘ପୁଷ୍ପା ୨’ରେ କେମୈଓ କରିବାର ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ରିଲ୍ ଲାଇଫ୍ର ଖଳନାୟକ ସାଜିଲେ ରିଏଲ୍ ଲାଇଫ୍ ଖଳନାୟକ। ହାଇଦ୍ରାବାଦର ଶମଶାବାଦ୍ ବିମାନବନ୍ଦରରେ ମାଲାୟାଲମ୍ ଅଭିନେତା ବିନାୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ଭୟଙ୍କର ଭିଲେନ୍ ଭୂମିକାରେ ଅଭିନୟ କରି ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବିନାୟକନ।
ଅଲୁ ଅର୍ଜୁନ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଅଲୁଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ ଅଲୁ ଏବଂ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀ ଗଣେଶ ଚତୁର୍ଥୀକୁ ଖୁବ ଉତ୍ସାହର ସହିତ ପାଳିଛନ୍ତୁ। ବର୍ତ୍ତମାନ ଏହାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।
ବିଜୟଙ୍କ ଫିଲ୍ମ GOAT ବିଶ୍ୱବ୍ୟାପୀ ମୁକ୍ତିଲାଭ ପରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରଥମ ଦିନରେ ଫିଲ୍ମଟି କେତେ କୋଟି ଟଙ୍କାରେ ଖାତା ଖୋଲିଛି ତାହାର ସୂଚନା ମଧ୍ୟ ପ୍ରକାଶ ପାଇଛି, ଯାହା ପ୍ରଶଂସକଙ୍କ ପାଇଁ କୌଣସି ଏକ ଖୁସି ଖବରଠାରୁ ବି କମ୍ ନୁହେଁ।