• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Padma Shri Awards

padmashri
ଅନ୍ତର୍ଯ୍ୟାମୀ ପଦ୍ମଶ୍ରୀ ବିବାଦ

୨୦୨୩ରେ ସେ ପାଇବାକୁ ଥିବା ପୁରସ୍କାରକୁ ସମାନ ନାଁଧାରୀ ଅନ୍ୟ ଜଣେ ପାଇଥିବା ନେଇ ଭୁବନେଶ୍ବରର ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅଭିଯୋଗକୁ ନେଇ ଚର୍ଚ୍ଚା। ମାମଲାରେ ତଥ୍ୟ ପ୍ରମାଣ ସହ ଉଭୟ ପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର। କହିଛନ୍ତି ନ୍ୟାୟିକ ପ୍ରକ୍ରିୟାରେ ବିଶ୍ବାସ ଅଛି, ମାମଲା ବିଚାରାଧୀନ ଥିବାରୁ ଏନେଇ ଏବେ କିଛି କହିବା ସମ୍ଭବ ନୁହେଁ।

Padma Shri
୪ ଓଡ଼ିଆଙ୍କୁ ମିଳିଲା ପଦ୍ମ ପୁରସ୍କାର

୪ ଓଡ଼ିଆଙ୍କୁ ମିଳିଲା ପଦ୍ମ ପୁରସ୍କାର। କଳାରେ ଅଦ୍ବୈତ ଚରଣ ଗଡ଼ନାୟକ ଏବଂ ଦୁର୍ଗାଚରଣ ରଣବୀର, ମେଡ଼ିସିନରେ ଡାକ୍ତର ଅଶୋକ କୁମାର ମହାପାତ୍ର ଏବଂ ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀଙ୍କ ନାଁ ଘୋଷଣା ହୋଇଛି।

Shri Maguni Charan Kuanr
ଓଡ଼ିଶାର ମାଗୁଣି ଚରଣ କୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ମାଗୁଣି ଚରଣ କୁଅଁର।