• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

ପାଟପୁର vs ଭରତପୁର
Odisha Politics: ଦେଶରେ ସର୍ବଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ୩ ପୁଲିସ ଥାନା ହେବ କି ରାଜ୍ୟର ରୋଲ୍‌ ମଡେଲ ?

ରାଜ୍ୟ ମୁଖ୍ୟାଳୟର ନାକତଳେ ଥିବା ଭରତପୁର ଆଦର୍ଶ ପୁଲିସ ଷ୍ଟେସନ ଘଟଣା ସମଗ୍ର ଦେଶରେ ଲଜ୍ଜାଜନକ ଛବି ଆଙ୍କିଥିଲା । ସର୍ବଭାରତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିବା ଗଞ୍ଜାମର ଏହି ୩ ଥାନାକୁ ରାଜ୍ୟ ସରକାର ରୋଲମଡେଲ ଭାବେ ନେବାର ଅବଶ୍ୟକତା ନାହିଁ କି ?

ରେଡ୍‌ ଭୟରେ ଖସିଲା ଆଳୁ ଦର
Potato Price: ଆଳୁ କିଲୋ ୪୫ ଟପିଲେ ଆକ୍ସନ, ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ

ୟୁପିରୁ ଆସି ପହଞ୍ଚିଲା ଆଳୁ ଟ୍ରକ୍ । ବିଧାନସଭାରେ ବି ଆଳୁ ତାତି ।

ଆଗ୍ରେସିଭ୍‌ ମୁଡ୍‌ରେ ରାଜ୍ୟ ବିଜେପି
Odisha Politics: ମୋଦି-ଶାହଙ୍କ ଗସ୍ତ ପରେ ଆଗ୍ରେସିଭ୍ ମୁଡରେ ରାଜ୍ୟ BJP

ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ଫୋକସ୍ । ପଦ୍ମ ଧରିଲେ ଦେବୀ ମିଶ୍ରଙ୍କ ଖାସ୍ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ।

ମୋଦିଙ୍କ ନଜରରେ ଓଡ଼ିଶା
Odisha Politics: ପୂର୍ବ ଭାରତ ବିଜୟ ଲକ୍ଷ୍ୟରେ, ଓଡ଼ିଶା ହେଲା କି ମୋଦିଙ୍କ ପ୍ରୟୋଗଶାଳା?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିଙ୍କ ରାନଜୈତିକ ଷ୍ଟ୍ରାଟେଜି, ଓଡ଼ିଶାରେ ଗୋଟେ ଯୁଗକୁ ପରିବର୍ତ୍ତନ କରିଦେଲା। ୨୪ ବର୍ଷ ପୁରୁଣା ଲୋକପ୍ରିୟ ନବୀନ ସରକାରକୁ ହଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ହେଲା ବିଜେପି ସରକାର। ରାଜନୈତିକ ପଣ୍ଡିତମାନଙ୍କ ମତ ହେଲା, ଏବେ ଓଡ଼ିଶା ପାଲଟିଛି ମୋଦିଙ୍କ ପାଇଁ ନୂଆ ପ୍ରୟୋଗଶାଳା। ଏଇଠୁ ହିଁ ହେବ ପୂର୍ବ ଭାରତ ବିଜୟର ଅଭିଯାନ।

ବାହାଭୋଜିରେ ପାଣ୍ଡିଆନ
VK Pandian Returns: ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, କ’ଣ କହୁଛନ୍ତି ରାଜନୈତିକ ସମୀକ୍ଷକ...

ଏବେବି ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ଲୋକଙ୍କ ମନରେ ଅନେକ ପ୍ରଶ୍ନ। ନିର୍ବାଚନ ପରେ ସେ କୁଆଡ଼େ ଗାଏବ୍ ଥିଲେ? ସେ କେଉଁଠି ରହୁଛନ୍ତି, ନବୀନ ନିବାସ ଆସୁଛନ୍ତି ନା ନାହିଁ, ରାଜନୀତିରୁ ସଂପୂର୍ଣ୍ଣ ସନ୍ୟାସ ନେଇଗଲେ କି, ଏମିତି ଅନେକ ପ୍ରଶ୍ନ ଏବେବି ଗାଁ ଗହଳିର ରାଜନୈତିକ ଖଟିରେ କଥା ପଡୁଛି। ତେବେ ଆଜିର ଏଇ ଲେଖାଟି ସେଇ ପାଣ୍ଡିଆନଙ୍କ ସଂପର୍କରେ, ଯିଏ ନିକଟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କଣ ଏହାର କାରଣ, କାହା ଭୋଜିକୁ ଯାଇଥିଲେ, ଜାଣିବା ଏଇ ଲେଖାରୁ।

Jayanarayan Mishra
Jayanarayan Mishra: ଜୟନାରାୟଣଙ୍କ ‘ତଡ଼ାଖିଆ’ ବୟାନ; ସରଗରମ ରାଜନୀତି, ଛକା ପିଟିବା ପ୍ରୟାସରେ ବିରୋଧୀ

ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

CM Mohan Majhi
Challenges Before New Government: ଆରମ୍ଭ ଶୁଭଙ୍କର, ମୋହନଙ୍କ ପାଇଁ ଆଗକୁ ପଥ ବହୁ ଦୂର

୨୦୧୮ ଓ ୨୦୨୨ ମେକ୍ ଇନ୍ ଓଡ଼ିଶା ସଂସ୍କରଣର ପ୍ରକଳ୍ପ ପ୍ରତିଶ୍ରୁତିର ଗ୍ରାଉଣ୍ଡିଂ ବା ରୂପାୟନ ହାର ଯଥା କ୍ରମେ ୪୪ ଓ ୩୩ ପ୍ରତିଶ୍ରତ ରହିଥିବାରୁ ପୂର୍ବ ସରକାରକୁ ବିଜେପି ଓ କଂଗ୍ରେସ ଦ୍ୱାରା ସମାଲୋଚିତ ହେବାକୁ ପଡିଥିଲା । ଆସନ୍ତା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସଂସ୍କରଣର ଶତ ପ୍ରତିଶତ ରୂପାୟନ କରିପାରିଲେ ତାହା ବିରୋଧୀଙ୍କ ମୁହଁରେ ଲଗାମ ଲଗାଇ ପାରିବ । ଅନ୍ୟଥା ବିରୋଧୀମାନେ ସମାନ ମୁଦ୍ରାରେ ସମାଲୋଚନାକୁ ପରିଶୋଧ କରିବା ପାଇଁ ପଛାଇବେ ନାହିଁ ।

ଆସନ୍ତା ୧୫ ଦିନରେ ସରିଯିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା।
Subhadra Yojana: କମ୍ ରେଜିଷ୍ଟ୍ରେସନ ଓ ଅଧିକ ଫର୍ମ ଖାରଜ ଅଞ୍ଚଳକୁ ଫୋକସ୍

କମ୍ ରେଜିଷ୍ଟ୍ରେସନ ଓ ଅଧିକ ଫର୍ମ ଖାରଜ ଅଞ୍ଚଳକୁ ଫୋକସ୍ । ଆଦିବାସୀ ଅଞ୍ଚଳକୁ ବେଶୀ ଫୋକସ୍ ଦିଆଯାଉଛି- ଉପ-ମୁଖ୍ୟମନ୍ତ୍ରୀ ।

କୋହଳ ହେଲା ଆବାସ ଯୋଜନା ଯୋଗ୍ୟତା ମାନଦଣ୍ଡ। ଏଣିକି ବାଇକ୍, ଫ୍ରିଜ୍ କିମ୍ବା   ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିବ ଆବାସ।
PMAY: ଖୁସି ଖବର ! ବାଇକ୍-ଫ୍ରିଜ୍-ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିପାରେ ଆବାସ..

ସବୁ ଜିଲ୍ଲାପାଳଙ୍କ ପାଖକୁ ପଠାଗଲା ନୂଆ ଗାଇଡଲାଇନ୍ । ଘରେ ଥାଇ ଅନଲାଇନରେ ଜାଣି ହେବ ଆବେଦନପତ୍ର ଷ୍ଟାଟସ୍ ।

Dumping yard
Dumping Yard: ଡମ୍ପିଂୟାର୍ଡ ସ୍ଥାନାନ୍ତର ପ୍ରସଙ୍ଗରେ ଘେରୁଥିଲା ବିଜେପି ଏବେ ଘେରୁଛି କଂଗ୍ରେସ

ରାଜଧାନୀ ଭୁବନେଶ୍ୱରର ଗାଡକଣ ମୌଜା ସୈନିକ ସ୍କୁଲ ନିକଟରେ ଆଜି ଯେଉଁ କୃତ୍ରିମ ଆକାଶଛୁଆଁ ଆବର୍ଜନାର ପାହାଡ ଦେଖାଯାଉଛି ପ୍ରାୟ ୨୦ ବର୍ଷ ତଳେ ଠିକ ସେତିକି ଗଭୀରର ଏକ ପୋଖରୀ ଦେଖାଯାଉଥିଲା । ସେହି ସ୍ଥାନକୁ ଖୋଳି, ପଥର କାଟି ନେଇଯିବା ଫଳରେ ବିରାଟ ଖାଲ ହେବା ଏବଂ ବର୍ଷାପାଣି ଜମା ହୋଇ ପୋଖରୀର ରୂପ ନେଇଥିଲା ।

THE GREAT ODISHA POLITICAL CIRCUS EP 785 | ଭିକାରି ଯାଚୁଛି ଚାକିରି !
THE GREAT ODISHA POLITICAL CIRCUS EP 785 | ଭିକାରି ଯାଚୁଛି ଚାକିରି !

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Subhadra Scheme
Subhadra Yojana: ୨୦୨୫ ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଡେଡଲାଇନ୍

୮ ତାରିଖରେ ମିଳିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା । ମିଡିଆ ରିପୋର୍ଟ ପରେ ବଣ୍ଡା ଘାଟି ନେଇ ଚେତିଲା ପ୍ରଶାସନ ।

ସୁଜାତା ପାଣ୍ଡିଆଙ୍କ ଛୁଟି କ୍ୟାନ୍‌ସଲ
BIG Breaking: ସୁଜାତା ପାଣ୍ଡିଆନଙ୍କ ଛୁଟି ଅଗ୍ରାହ୍ୟ କଲେ ମୋହନ ସରକାର

ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୭ରୁ ଚାକିରିରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି ସରକାର ।

ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା
Dharamshala MLA Attack: ରହସ୍ୟ ଭେଦୁଛି କ୍ରାଇମବ୍ରାଞ୍ଚ, ଗ୍ରାଉଣ୍ଡ ଜିରୋରେ ପ୍ରମାଣ ଘାଣ୍ଟିଲା ୬ ଜଣିଆ ଟିମ୍

ବବିଙ୍କ ଭାଇ ଲଲଙ୍କ ନାଁରେ ପୋଲିସ ଯୋଡ଼ିଲା ଆଉ ୩ ମାମଲା । ଆହୁରି ତେଜିଲା ରାଜନୈତିକ ବୟାନବାଜି ।

Winter Session
Odisha Assembly: କାଲିଠାରୁ ବିଧାନସଭା, ସରଗରମ ରହିବ ଗୃହ; ଉଠିବ ଅନେକ ପ୍ରସଙ୍ଗ

ସରଗରମ ହେବ ଶୀତ ଅଧିବେଶନ .. ପ୍ରସଙ୍ଗ ବାଛି ପ୍ରସ୍ତୁତ ବିରୋଧୀ ।

Dharamshala MLA Attack
Dharamshala MLA Attack: ବବିଙ୍କ ଭାଇ ଲଲଙ୍କ ନାଁରେ ଆଉ ୩ ମାମଲା, ଗୁଣ୍ତାରାଜ୍‌ରେ ଭୟଭୀତ କି ଅଞ୍ଚଳବାସୀ !

ବବି ଦାସଙ୍କ ଭାଇ ଲଲଙ୍କ ନାଁରେ ଯୋଡ଼ି ହେଲା ଆଉ ୩ ମାମଲା । ଯାଜପୁର ଟାଉନ ଥାନା ପୋଲିସ ଏହି ୩ ମାମଲା ଯୋଡ଼ିଛି। ।

Birth Day Celebration of Harekrishna Mahatab
Birth Day Celebration of Harekrishna Mahatab: ମହତାବଙ୍କ ଜୟନ୍ତୀ ପାଳନକୁ ନେଇ ରାଜନୀତି କାହିଁକି ?

ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପ ସହିତ ଯୋଡି ହୋଇ ରହିଥିଲା ବିଜୁଙ୍କ ନାମ । ରାଜ୍ୟର ରାସ୍ତା ଘାଟ, ବଜାର ହାଟ ସବୁଠି ବିଜୁଙ୍କ ପଦଚିହ୍ନ । ଏହା ନୁହଁ ଯେ ଅନ୍ୟ କୌଣସି ମହାପୁରୁଷଙ୍କ ନାମରେ ଯୋଜନା ହୋଇ ନାହିଁ କିମ୍ବା ସେମାନଙ୍କ ଜୟନ୍ତୀ ପାଳନ କରାଯାଇ ନାହିଁ ।

ଯାଜପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା
Jajpur Politics: ଉଷ୍ମ ହେଉଛି ଯାଜପୁର ରାଜନୀତି ! ଆଇନ ଶୃଙ୍ଖଳା ସ୍ଥିତି ଆଶଙ୍କା...

ଯାଜପୁର ଟାଉନ ଥାନା ଓ ବିରଜା ହାଟ ଅଞ୍ଚଳରେ ୧୬୩ ଜାରି । ଶାନ୍ତି ରକ୍ଷା ଲାଗି ସହରରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ।

କାହିଁକି ନୀରବ ନବୀନ ?
Odisha Politics: ନବୀନଙ୍କ ନୀରବତା...ବୟସର ବିବଶତା ନା ରାଜନୈତିକ ବିଚକ୍ଷଣତା ?

ଯେଉଁ ବିରୋଧୀ ଦଳମାନେ ଅଧିକ ଶୃଙ୍ଖଳିତ ତଥା ସଙ୍ଗଠିତ, ସେମାନଙ୍କର ପ୍ରଦର୍ଶନ ସେତିକି ଉଚ୍ଚମାନର ହୋଇଥାଏ । ହେଳେ ଗତ ବିଧାନସଭା ଅଧିବେଶନ ଠାରୁ ଏ ପର୍ଯ୍ୟନ୍ତ ଯଦି ଦେଖିବା ଏହା ଭିତରେ ଓଡ଼ିଶାର ଦୁଇ ପ୍ରମୂଖ ବିରୋଧୀ ଦଳ ଯଥା ବିଜେଡି ଓ କଂଗ୍ରେସ ଅଧିକ ଶୃଙ୍ଖଳିତ ହେବା ପରିବର୍ତ୍ତେ ବିଶୃଙ୍ଖଳା ପରିସ୍ଥିତି ଦେଇ ଗତି କରୁଛନ୍ତି ।

Rajya Rajaniti
Midday Meal for School: ମଧ୍ୟାହ୍ନ ଭୋଜନର ଦାମ୍ ବଢ଼ିବା ପରେ ବଢ଼ିବ କି ପାଣିଆ ଡାଲିର ମାନ ?

ଖାଦ୍ୟସାମଗ୍ରୀର ଦରଦାମ ଅହେତୁକ ଭାବେ ବଢୁଥିବାବେଳେ ସେହି ଅନୁପାତରେ ମୁଣ୍ଡପିଛା ଖର୍ଚ୍ଚ ବଢୁନଥିବାରୁ ଏହା ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିକୁ ପ୍ରଭାବିତ କରେ । ଥାଳି ପିଁଛା ଖର୍ଚ୍ଚ ବଢାଇବାକୁ ଅନେକ ସମୟରେ ବିଭିନ୍ନ ଫୋରମରେ ଦାବି ହୋଇଆସିଛି ।

ସମୀର ଦେ'ଙ୍କ ସଂଘର୍ଷମୟ କାହାଣୀ
Samir Dey Political Struggle: ସମୀର ଦେ’ଙ୍କ ସଂଘର୍ଷମୟ କାହାଣୀ, ଜିରୋରୁ ହୋଇଥିଲେ ହିରୋ

କାହିଁକି ପୂର୍ବତନ ମନ୍ତ୍ରୀ ସମୀର ଦେ ରାଜନୀତିରେ ଚଢି ଚାଲିଥିଲେ ସଫଳତାର ଶିଡି । ବିରୋଧୀଙ୍କୁ କେମିତି ଦେଉଥିଲେ ମାତ୍ । ଏଇ ବିଶେଷ ଗୁଣ ପାଇଁ ସେ ହୋଇଯାଇଥିଲେ ଅଜାତଶତ୍ରୁ ।

THE GREAT ODISHA POLITICAL CIRCUS EP 784 | ପାଣ୍ଡିଆନଙ୍କ ବେଳୁ  ପାଟି ଖୋଲୁନି
THE GREAT ODISHA POLITICAL CIRCUS EP 784 | ପାଣ୍ଡିଆନଙ୍କ ବେଳୁ ପାଟି ଖୋଲୁନି

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

ଆଉ ନାହାଁନ୍ତି ସମୀର ଦେ ।
Samir Dey: ପରଲୋକରେ ସମୀର ଦେ, କଟକରୁ ୩ ଥରର ବିଧାୟକ

ଚିକିତ୍ସାଧୀନ ଅବସ୍ଥାରେ କଟକର ଘରୋଇ ହସ୍ପିଟାଲରେ ଦେହାନ୍ତ । ସମୀରଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ।

ଗାଁରେ ଭାଙ୍ଗୁଛି କି ଶଙ୍ଖ ଦଳର ସଂଗଠନ ବନ୍ଧ ?
Odisha Politics: ଗାଁରେ ଭାଙ୍ଗୁଛି କି ଶଙ୍ଖ ଦଳର ସଂଗଠନ ବନ୍ଧ ?

ପଞ୍ଚାୟତ ପ୍ରତିନିଧିଙ୍କ ବିଜେପି ମୁହାଁବେଳେ ପ୍ରମିଳାଙ୍କ ସଂଗୀନ ଅଭିଯୋଗ । ବିଜେଡିକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛି ବିଜେପି, କହିଲେ ପ୍ରମିଳା ।

ପୁଲିସ ମହାସଂଘ ନିର୍ବାଚନ ପରେ ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍କଣ୍ଠା !
ପୁଲିସ ମହାସଂଘ ନିର୍ବାଚନ ପରେ ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍କଣ୍ଠା !

ନୂଆ ମୋହନ ସରକାର ଆସିବାରୁ ଦୀର୍ଘ ଦିନ ଧରି ଅଟକି ରହିଥିବା ପୁଲିସ ମହାସଙ୍ଘ ନିର୍ବାଚନ ଯଦି ହେଇପାରିଲା, ତା’ହେଲେ ଆଗାମୀ ଦିନରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହେବାର ଆଶା ସଂଚାର ହୋଇଛି!