• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Politics

Sameer Mohanty On CM Naveen
ସାଂଘାତିକ ଅଭିଯୋଗ, ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯାଉଛନ୍ତି ହେଲେ କିଛି କହୁ ନାହାନ୍ତି...

ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ବିନା କାରଣରେ ସରକାରୀ ଅର୍ଥ ବା ଲୋକଙ୍କ ଟଙ୍କାରେ ହେଲିକପ୍ଟର ଧରି ବୁଲୁଛନ୍ତି । ହେଲିକପ୍ଟର ଖର୍ଚ୍ଚ ଲୋକଙ୍କ ଟିକସ ଟଙ୍କାରୁ ହେଉଛି ।

highcourt
ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ଅସନ୍ତୋଷ, ହାଇକୋର୍ଟରେ ପହଞ୍ଚିଲା ମାମଲା

ଆସନ୍ତା ଡିସେମ୍ବର ୨୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ହେଲେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି ।

Panchayat Election
ପଞ୍ଚାୟତ ନିର୍ବାଚନ: ବିଜେଡି-ବିଜେପି-କଂଗ୍ରେସରେ ଚାଲିଲାଣି ଗୁପ୍ତ ବୈଠକ, କିଏ ଯିବ କେଉଁ ଦଳକୁ ?

ଖୋଦ୍ ମୁଖ୍ୟମନ୍ତ୍ରୀ ଜିଲ୍ଲାରୁ ଜିଲ୍ଲା ବୁଲି ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟୁଛନ୍ତି । ମନ୍ତ୍ରୀମାନେ ମଧ୍ୟ ବ୍ଲକକୁ ଯାଇ ଏଇ କାମରେ ଲାଗିଛନ୍ତି । ତେବେ ଯେଉଁ ସବୁ ସିଟ୍‌ରେ ବିଜେପିର ସାଂସଦ ଓ ବିଧାୟକ ଅଛନ୍ତି ଓ ଯେଉଁଠି ବିଜେଡିର ସଙ୍ଗଠନ ସେତେଟା ମଜଭୁତ ନାହିଁ, ତାକୁ ଫୋକସ୍‌ରେ ରଖୁଛି ଦଳ ।

Bjp-Bjd  face up
ପ୍ରଣବ ଆଇନ ବିଷୟରେ ଅଜ୍ଞ: ପୀତାମ୍ବର

ପ୍ରଣବ ସୋସିଆଲ ମିଡିଆରେ ବିରୋଧୀଙ୍କୁ ଆହ୍ୱାନ ଦେବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

Naveen Patnaik
ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଓଡ଼ିଆଙ୍କ ଭଗବାନ କହିଲେ ଉପବାଚସ୍ପତି ? ତେଜିଲା ବିବାଦ..

ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର କହି ବିବାଦରେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୁଳ ସଭାରେ ଉପବାଚସ୍ପତିଙ୍କ ଏପରି ବୟାନକୁ ନେଇ ତେଜିଛି ରାଜନୀତି ।

Farm Bill
ଫାଇଲ୍ ଭିତରେ ରହିଯିବ କି କୃଷି ସଂପର୍କିତ ଦୁଇ ବିଲ୍?

ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହର ନେଇ କେନ୍ଦ୍ରର ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କୃଷି ବିଲ୍‌ଗୁଡ଼ିକର ଚାପ୍ଟର କ୍ଳୋଜ୍। ବିଭିନ୍ନ ସମୟରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ ଓ ବିଲ୍ ଆଉ କାର୍ଯ୍ୟକାରୀ ହେବନାହିଁ।

BJD-BJP Clash
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ BJP ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ଦଳର ନେତା ମାନଙ୍କୁ ଉଠାଇନେଇଛି ପୋଲିସ ।

Dharmendra Pradhan
ଧମେନ୍ଦ୍ରଙ୍କୁ ଭାଇ ଭାଇ କହି, କାଉଣ୍ଟର ଆଟକ୍‌ କଲେ ପ୍ରଣବ !

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରି ସେ ସିଧା ସଳଖ ଲେଖିଛନ୍ତି ଯେ, ‘ଦମ୍ ଅଛି ତ ଠୋସ୍ ପ୍ରମାଣ ଦିଅନ୍ତୁ; ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲ୍ ପଠାଇବେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ୭ ଚାଷୀଙ୍କୁ ଗାଡ଼ି ମଡ଼ାଇ ମାରି ଜେଲରେ ଅଛନ୍ତି ।

Panchayat VOTE
ପଞ୍ଚାୟତ ନିର୍ବାଚନରେ ଆଉ ପାଦେ, ଜାଣନ୍ତୁ କାହା ପାଇଁ କେତେ ଆସନ ସଂରକ୍ଷିତ..

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ଆଉ ପାଦେ ବଢ଼ିଲେ ରାଜ୍ୟ ନିର୍ବାଚନ ଆୟୋଗ । ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା । ଏହି ଅନୁଯାୟୀ, ୬ ହଜାର ୭୯୪  ପଂଚାୟତରେ ହେବ ଭୋଟ୍ ଯେଉଁଥିରେ ରହିଛି ମୋଟ୍ ୯୧ ହଜାର ୯୧୬ଟି ଓ୍ୱାର୍ଡ ।

Egg Attacks
ଶାସକ ଦଳ ନେତା ଓ ମନ୍ତ୍ରୀଙ୍କୁ ଘନ ଘନ ଅଣ୍ଡା ମାଡ଼ କରୁଛନ୍ତି ବିରୋଧୀ

ଶାସକ ଦଳ ନେତା ଓ ମନ୍ତ୍ରୀଙ୍କୁ ଘନ ଘନ ଅଣ୍ଡା ମାଡ଼ କରୁଛନ୍ତି ବିରୋଧୀ

CM Naveen Patnaik
ସ୍ୱାସ୍ଥ୍ୟକାର୍ଡ ବାଣ୍ଟିଲେ ନବୀନ, ଅଣ୍ଡାମାଡ଼ ଖାଇଲେ ନେତା

ବରଗଡ଼ ମାଟିର ପୁଅ ଗଙ୍ଗାଧର ମେହେରଙ୍କୁ ସ୍ମରଣ କରି, ବରଗଡ଼ର ଚାଷୀ ଓ ବୁଣାକାର ଭାଇଙ୍କ ଦକ୍ଷତାକୁ ପ୍ରଣାମ ଜଣାଇଛନ୍ତି ନବୀନ । ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ନିଜର ବକ୍ତବ୍ୟ ରଖିଛନ୍ତି ନବୀନ ପଟ୍ଟନାୟକ ।

Congress Senior Leader Bhakta Charan Das Again Criticise Bjd Government And Dibyshankar Mishra
ଭକ୍ତଚରଣ ଦାସଙ୍କ ଅକାଟ୍ୟ ଯୁକ୍ତି

ପ୍ରେସ୍ ମିଟ୍ ରେ ଅକାଟ୍ୟ ଯୁକ୍ତି ଆଣିଲେ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ସଂଘବଦ୍ଧ ଭାବେ ଘଟଣା ଘଟାଯାଇଥିବା ପରି ଗୁରୁତର ଅଭିଯୋଗ ଆଣିଛନ୍ତି, ଏଥି ସହ ହାଇକୋର୍ଟ ଜଜଙ୍କ ଦ୍ୱାରା ତଦନ୍ତ ହେଉ ବୋଲି ଦାବି କରିଛନ୍ତି

Bhakta Das
‘ଏତେ ଦିନ ଯାଏଁ ଚୁପ୍‌ ଥିଲେ କାହିଁକି ? କେଉଁଠି ଥିଲେ ସେହି ୩ ଦିନ ? କଲ୍‌ ଡିଟେଲ୍ସ କୁଆଡ଼େ ଗଲା ?’

ମମିତା ମାମଲାରେ କଂଗ୍ରେସ ନେତା ଭକ୍ତ ଦାସ ଏକ ପ୍ରେସମିଟ୍ କରି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ କହିଛନ୍ତି, ହାଇକୋର୍ଟ ସିଟିଂ ଜଜ୍‌ଙ୍କ ଦ୍ୱାରା ତଦନ୍ତ କରାଯାଉ ।

Egg Hurled At Snehangini Churia And Jagannath Sarka
ବିଧାୟକ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡିକୁ ଅଣ୍ଡା ମାଡଛୁରିଆଙ୍କ ଗାଡିକୁ ଅଣ୍ଡା ମାଡ

ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡିକୁ ଅଣ୍ଡା ମାଡ । ବିଜେପୁର ଯିବାବେଳେ ତାଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ବରଗଡ ଏକାମ୍ର ଛକରେ କଂଗ୍ରେସ ପକ୍ଷରୁ ଏହି ଅଣ୍ଡା ମାଡ ହୋଇଛି ।

Snehangini Chhuria
ସରକାରୀ ଦଳର ନେତାଙ୍କୁ ତ୍ରାହି ନାହିଁ, ଯିଏ ହାବୁଡ଼େ ପଡ଼ିଲା ତାଙ୍କୁ ଅଣ୍ଡା ମାଡ଼ କଲେ ବିରୋଧୀ

ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

Politics Over Mamita Murder | Tight Security In Bargarh Ahead Of Cm Naveen\'s Visit Today
ମୁଖ୍ୟମନ୍ତ୍ରୀଙ୍କ ପାଇଁ ପୋଲିସର ବିରୋଧି ସଫା ଅଭିଯାନ

ଆଜି ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ। ୧୨ଟି ବ୍ଲକର ହିତାଧିକାରୀଙ୍କୁ ବଣ୍ଟାଯିବ ସ୍ମାର୍ଟକାର୍ଡ । ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭ ବି ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିରୋଧିଙ୍କୁ ଅଟକ ରଖିଲା ପୋଲିସ୍

Bargarh CM Naveen Visit
ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ଚେତାବନୀ ପରେ ଏବେ ପ୍ରତି ଛକରେ ଚେକିଂ

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାକୁ ପ୍ରତିବାଦ କରିବେ ବିରୋଧୀ । ବିଜେପି ଓ କଂଗ୍ରେସ ପକ୍ଷରୁ ଏଭଳି ଚେତାବନୀ ପରେ ବରଗଡ଼ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Mamita Meher Case
କଂଗ୍ରେସର ବନ୍ଦକୁ ହାଇକୋର୍ଟଙ୍କ କଟକଣା ! ବନ୍ଦ ନୁହେଁ, ହରତାଳ..

ଆସନ୍ତାକାଲି ରାଜ୍ୟରେ କଂଗ୍ରେସର ୬ ଘଣ୍ଟିଆ ଧର୍ମଘଟ, କଂଗ୍ରେସର ବନ୍ଦକୁ ହାଇକୋର୍ଟଙ୍କ କଟକଣା । ବନ୍ଦ ନୁହେଁ, ହରତାଳ କରିପାରିବ ।

DGP Abhay
ଏଥର ନୂଆ ବର୍ଷରେ ନୂଆ ଡିଜିପି ପାଇବ ଓଡ଼ିଶା

ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଥିଲା । ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ । ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ । ସେଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

Dibyashankar Mishra
ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୁଣି ସ୍ୱର ଶାଣିତ କଲା ବିଜେପି

ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଖଡ଼ଗହସ୍ତ ହୋଇଥିବାବେଳେ ଆହୁରି ତେଜିଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସାଙ୍ଗକୁ ଗିରଫ ଦାବି । ଆଜି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ହୋଇଛି ଅଣ୍ଡାମାଡ଼ ।

naveen and dibya sankar
ବୋଧହୁଏ ଏହି ୧୧ଟି କାରଣରୁ, ଦିବ୍ୟଶଙ୍କରଙ୍କୁ ପାଖରେ ବସାଇବାକୁ କୁଣ୍ଠା କଲେନି ନବୀନ

ରାଜନୈତିକ ମହଲରେ ଆଲୋଚନା, ଦିବ୍ୟଶଙ୍କର ପାଇଁ ବିଜେଡି ଏତେ ବଦନାମ ହେଉଥିବା ସତ୍ୱେ, ନବୀନ କାହିଁକି ତାଙ୍କୁ ମଂଚ ଉପରେ ନିଜ ପାଖରେ ବସାଇବାକୁ ରାଜି ହେଲେ? ଏଥିପାଇଁ ଏହି ୧୧ଟି କାରଣ ଦାୟୀ କି?

Naveen-Jagan
ନବୀନ-ଜଗନ ଭେଟ୍‌ଘାଟ୍‌, କଥା ଦେଲେ ମିଳିମିଶି ସବୁ ସମସ୍ୟାର ସମାଧାନ କରିବେ..

ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ନେଇ ପଦକ୍ଷେପ ନେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମଧ୍ୟରେ ଲୋକସେବା ଭବନରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି ।

politics on CM Tour to Kalahandi
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ବଢ଼ିଲା ବିଜେଡିର ଚିନ୍ତା

ଦିବ୍ୟଶଙ୍କରଙ୍କ ହୋମ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଶାସକ-ବିରୋଧୀI କାଲି ନବୀନଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଛକାପଞ୍ଝା ରାଜନୀତି ।

Prashant Jagdev
ପ୍ରଶାନ୍ତଙ୍କ ଶକ୍ତି ପ୍ରଦର୍ଶନ, ବିଜେଡିରୁ ନିଲମ୍ବନ ପରେ ବି ଦଳୀୟ ପତାକା ସହ ବିଶାଳ ରାଲି

ଦଳରୁ ନିଲମ୍ବନ ହେବା ପରେ ବି ଦଳୀୟ ପତାକା ସହ ଏବଂ ଦଳର କର୍ମୀଙ୍କ ସହ ରାଲି କରିଛନ୍ତି ବିଧାୟକ । ଖାଲି ସେତିକି ନୁହେଁ, ବିଧାୟକଙ୍କ ଏହି ବାଇକ ରାଲି ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଶହ ଶହ କର୍ମୀ ।

Jual Oram
‘ମମିତାଙ୍କ ପରିବାର ଉପରେ ପଡ଼ୁଛି ଭୀଷଣ ଚାପ, ତେଣୁ ଚୁପ୍‌ ରହିବାକୁ ହେଉଛନ୍ତି ବାଧ୍ୟ’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି ।