ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ମଧ୍ୟ ବ୍ରିଟିଶ ସରକାରରେ ସେବା କରିବାକୁ ମନା କରିଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଜାପାନ ଏବଂ ଜର୍ମାନୀର ସହଯୋଗରେ "ଆଜାଦ ହିନ୍ଦ୍ ଫୌଜ୍" ପ୍ରତିଷ୍ଠା କରିଥିଲେ।
ଏମିତିରେ ତ ଘରେ ହେଉ କି ଶିକ୍ଷାନୁଷ୍ଠାନ ବା ଅଫିସ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ଫଟୋ ଥାଏ ଆଉ ପୂଜା ମଧ୍ୟ କରାଯାଏ। କିନ୍ତୁ ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ତାଙ୍କର ଅଛି ସ୍ୱତନ୍ତ୍ର ମନ୍ଦିର ଆଉ ସେଠାରେ ପୂଜା ପାଆନ୍ତି ନେତାଜୀ। ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠି…